Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ପାକିସ୍ତାନ ଖେଳାଳି ହାରିସ ରୌଫ ନିଲମ୍ବିତ, ଅଶୋଭନୀୟ ଆଚରଣ ପାଇଁ ICC ର କାର୍ଯ୍ୟାନୁଷ୍ଠାନ

Posted on November 6, 2025

ମହଙ୍ଗା ପଡ଼ିଲା ପଡ଼ିଆରେ ଅଶୋଭନୀୟ ଆଚରଣ। ଏସିଆ କପରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଅଶୋଭନୀୟ ଆଚରଣ କରିଥିବା ପାକିସ୍ତାନୀ ବୋଲର ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ ପାଇଁ ନିଲମ୍ବିତ କରିଛି ICC। ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍‌ରେ ଆତଙ୍କୀ ମାନସିକତା…

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ମହାଗଠବନ୍ଧନ ଓ NDA ମଧ୍ୟରେ ମହାଟକ୍କର

Posted on November 6, 2025

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ । ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪…

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଟିମକୁ ଫେରିଲେ ରିଷଭ ପନ୍ତ

Posted on November 6, 2025

ବିସିସିଆଇ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ରିଷଭ ପନ୍ତ ପୁଣି ଟିମକୁ ଫେରିଛନ୍ତି । ଆହତ ଜନିତ କାରଣରୁ ଟିମରୁ ବିଶ୍ରାମ ଦିଆଯାଇଥିଲା । ହେଲେ ସୁସ୍ଥ ହେବା ପରେ ରିଷଭ ପନ୍ତଙ୍କୁ ଟିମର…

ଘାଟିରେ ଜଳିଗଲା ବସ୍, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Posted on November 6, 2025

ଘାଟିରେ ଜଳିଗଲା ବସ୍ । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ…

ଛେଳିଆପଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

Posted on November 6, 2025

 ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ମାଣ୍ଡିଆ ରାସ୍ତାର ଛେଳିଆପଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ଧାରଣାରେ ବସି ରାସ୍ତାରେ ଭାରି ଯାନ ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିବାରୁ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ମୁତାବକ, ଗଣେଶ ଘଡାଇଙ୍କ ୯…

ସାଧାରଣ ଠାରୁ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ବଳ

Posted on November 6, 2025

ବର୍ଷର ସବୁଠାରୁ ବଡ଼ ଚନ୍ଦ୍ର ବା ସୁପରମୁନ୍ ବୁଧବାର ରାତିରେ ସାରା ବିଶ୍ୱରେ ଦୃଶ୍ୟମାନ ହୋଇଛି । ଏହା ବର୍ଷର ଦ୍ୱିତୀୟ ସୁପରମୁନ୍। ଏହି ସମୟ ମଧ୍ୟରେ, ସାମାନ୍ୟଠାରୁ ଚନ୍ଦ୍ର ପ୍ରାୟ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଛି ।…

ମାର୍ଗଶିର ଗୁରୁବାରରେ ପଡିଲା ଛାଡ଼ଖାଇ

Posted on November 6, 2025

ମାସେ ହେଲାଣି ପାଟିରେ ଆଇଁଷ ବାଜିନଥିଲା । କିଏ ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ । ଅପେକ୍ଷା କରିଥିଲେ ଛାଡ଼ ଖାଇକୁ । ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ…

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

Posted on November 6, 2025

ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ବଳଦିଆଗୁଡା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।  ସୂଚନାନୁଯାୟୀ, ବଳଦିଆଗୁଡା ଏସଏସଡି…

ଦୁଇ ଦିନରେ ଆହୁରି ୨ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା

Posted on November 6, 2025

ଅଚାନକ ଖସିଲା ପାରଦ । କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ ।  ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି ।  ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ  ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ…

ଜିରା ପାଣି କାହିଁକି ଲାଭଦାୟକ?

Posted on November 5, 2025

ଓଜନ ହ୍ରାସ କରିବା ପାଇଁ ଲୋକମାନେ ଜିମ୍, ଡାଏଟ୍ ଏବଂ ଅନେକ ପ୍ରକାରର ସପ୍ଲିମେଣ୍ଟର ସାହାଯ୍ୟ ନିଅନ୍ତି । କିନ୍ତୁ କେତେକ ସମୟରେ ପ୍ରାକୃତିକ ଉପଚାର ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୁଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଜିରା ପାଣି। ଏହା କେବଳ ଓଜନ ହ୍ରାସ କରିବାରେ…

Posts pagination

Previous 1 … 55 56 57 … 66 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme