Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ବଢ଼ିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍…

Posted on November 6, 2025

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…

ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି

Posted on November 6, 2025

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ…

ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା

Posted on November 6, 2025

ବୈତରଣୀ ନଦୀ ଗାରଡେଶ୍ୱର ଘାଟରେ ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା। ଦୁଇ ନାବାଳକ ଉଦ୍ଧାର ଜଣେ ନାବାଳିକା ନିଖୋଜ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।  ସୂଚନାନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୧ଟା ବେଳେ ୩ ଭାଇ-ଭଉଣୀ…

ଗରା ଏବଂ ବାଲ୍‌ଟି ଧରି ଧାରଣାରେ ବସିଲେ ଗ୍ରାମବାସୀ

Posted on November 6, 2025

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଶତାଧିକ ଗ୍ରାମବାସୀ ଗରା, ବାଲ୍‌ଟି ଧରି ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଲାଚୁଟ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ବାରମ୍ବାର…

ଜାଣନ୍ତୁ ମହିଳା କ୍ରିକେଟର ଇତିହାସ

Posted on November 6, 2025

ଆଇସିସି ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । ନଭେମ୍ବର ୨ ତାରିଖରେ ନଭୀ ମୁମ୍ବାଇର ଡିୱାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଖେଳାଯାଇଥିବା ଭାରତ-ସାଉଥ ଆଫ୍ରିକାକୁ ୫୨ ରନରେ ହରାଇଛି । ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ…

ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Posted on November 6, 2025

ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଯୋଧ୍ୟା ନଗରରେ ଥିବା ଗ୍ରୀନ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସିଂଙ୍କ ବାସଭବନରେ ଚଢ଼ାଉ ହୋଇଛି । ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ…

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମୁକାବିଲା, ସିରିଜ ଜିତିବାକୁ ଉଭୟ ଦଳ କରିବେ ସଂଘର୍ଷ

Posted on November 6, 2025

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମ୍ୟାଚ୍ ଖେଳାଯିବ । ପ୍ରଥମ ୩ଟି ମ୍ୟାଚ୍‌ରେ ସିରିଜ ୧-୧ରେ ବରାବର ହୋଇଥିବାରୁ ଆଜିର ମୁକାବିଲା ଦୁଇ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।…

 

Posted on November 6, 2025

ବାଇକ ଦୁର୍ଘଟଣାରେ ଚାଳକ ମୃତ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଚିନାରୀଗୁଡା ଛକ ନିକଟରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଶିନଗର ବ୍ଲକ ଅନ୍ତର୍ଗତ ଟାଙ୍କୁଆଗୁଡ଼ା ଗ୍ରାମର ବୁଡୁ ଶବର। ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟାରେ ମୃତକ ଜଣକ କୌଣସି…

ଆମେରିକାରେ କାର୍ଗୋ ପ୍ଲେନ କ୍ରାସ; ୭ ମୃତ, ଆଗକୁ ବଢ଼ିପାରେ ମୃତକଙ୍କ ସଂଖ୍ୟା

Posted on November 6, 2025

ଆମେରିକାର କେଣ୍ଟୁକିସ୍ଥିତ ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ। ୟୁପିଏସ କାର୍ଗୋ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ। ଆହତ ହୋଇଛନ୍ତି ୧୧ ଜଣ। ଲୁଇଭେଲି ବିମାନ ବନ୍ଦରରୁ କାର୍ଗୋପ୍ଲେନଟି ଉଡ଼ାଣ ଭରିବା ମାତ୍ରେ ଇଞ୍ଜିନଟି ଜଳିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ୟୁପିଏସ ୱାର୍ଲଡପୋର୍ଟରୁ…

ସତରେ କ’ଣ ଛାଡ଼ଖାଇ ଦିନ ଆମିଷ ଖାଆନ୍ତି?

Posted on November 6, 2025

ସରିଲା କାର୍ତ୍ତିକ ମାସ । ଆଜି ସାରା ଓଡିଶା ପାଳୁଛି ଛାଡଖାଇ । ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ । ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ…

Posts pagination

Previous 1 … 54 55 56 … 66 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme