ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡିଆ ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଏକତରଫା ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ବାପାଙ୍କ ବେକ କାଟିଦେଲା ପ୍ରେମିକ। ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ରାଜେନ୍ଦ୍ରଙ୍କ ଝିଅକୁ ବରଣ୍ଡୁ ପଞ୍ଚାୟତ କେନାଲ ଆଡି ଗ୍ରାମର ଏକ ଯୁବକ ଏକତରଫା…
Month: November 2025
ମହାନଦୀରେ ୨୦ହଜାର ବୋଇତ ଭସାଇଲେ ଶ୍ରଦ୍ଧାଳୁ
ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀରେ ନିଆରା ଢଙ୍ଗରେ ଡଙ୍ଗା ଭସା ଯାଇଛି । ବୁଧବାର ସକାଳ ୯ଟାରେ ଗଡ଼ଗଡ଼ିଆ ଘାଟରେ ଏକକାଳୀନ ୨୦ହଜାର ଶାଳପତ୍ରରେ ପ୍ରସ୍ତୁତ ସବୁଜ ବୋଇତ ଭାସାଯାଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ…
ଶଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ
ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ…
ବିଳାସପୁର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ, ଲୋକୋ ପାଇଲଟ ମାନିନଥିଲେ ସିଗନାଲ୍
ଛତିଶଗଡ଼ ବିଳାସପୁରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ଟ୍ରେନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ମିଳିଛି କି, ସିଗନାଲ ନମାନି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମେମୁ ଟ୍ରେନ । ଲୋକ…
ଆସନ୍ତା କାଲି ବିହାରର ପ୍ରଥମ ପର୍ଯ୍ୟାୟ ଭୋଟିଂ…
ବିହାରରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଗତକାଲି ପ୍ରଚାର ସମାପ୍ତ ହେବା ପରେ ଆଜି ସାଇଲେନ୍ସ ପିରିୟଡ୍ ଘୋଷିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ପଡ଼ିବ ଭୋଟ। ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କେବଳ ପାଟଣା ବିଧାନସଭାରେ ରହିଛନ୍ତି…
ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ?
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର କେତେ ରହିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୧,୪୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…
ଆନନ୍ଦପୁରରେ ବାଘ ଆତଙ୍କ, ତୀକ୍ଷଣ ନଜର ରଖିଛି ବନ ବିଭାଗ
ଆନନ୍ଦପୁରରେ ବାଘ ଆତଙ୍କ । ଆନନ୍ଦପୁର ବନଖଣ୍ଡ ସଢଙ୍ଗୀ ଗାଁରେ ବାଘ ପାଦ ଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁଲୋକେ । ସେପଟେ ବାଘର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ । ଗାଁର ଜଣେ…
ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ପାଇବେ ଚାଷୀ
ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ…
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧର୍ମମାସ କାର୍ତ୍ତିକର ଶେଷ ଦିନ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡ଼ିଶାର…
ଦ୍ୱାରଶୁଣୀ ଘାଟିରେ ଟ୍ରକ୍ ଦୁର୍ଘଟଣା: ଜଣେ ମୃତ
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ପିଟିଲା ଆଉ ଏକ ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ପଶ୍ଚିମବଙ୍ଗ ଟାପୁରିଆ ଅଞ୍ଚଳର ଶେଖ ଜାରଗିସ ଅଲ୍ଲୀ ବୋଲି ଜଣାପଡ଼ିଛି । ସୂଚନା…
