ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି ସହିତ ସମସ୍ତ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମହାପ୍ରଭୁଙ୍କ ରତ୍ନ…
Month: November 2025
କାଲି ଲଘୁଚାପ, ୨୪ରେ ଅବପାତ
ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୨ରେ ଲଘୁଚାପ, ୨୪କୁ ଅବପାତ । ତା’ପରେ ଆହୁରି ଘନୀଭୂତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏତିକି ପୂର୍ବାନୁମାନରେ ଅଟକିଛି…
ଭିଏତନାମରେ ବନ୍ୟା ବିପର୍ଯ୍ୟୟ, ୪୧ ମୃତ
ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହେବାରୁ ଭିଏତନାମରେ ଲୋକଙ୍କ ଜୀବନ ସଙ୍କଟାପନ୍ନ ସ୍ଥିତିରେ ରହିଛି । ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟ ଯୋଗୁଁ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ପ୍ରାୟ ୫୨ହଜାର ଘର ବୁଡ଼ି ଯାଇଛି । ଏହି ବିପର୍ଯ୍ୟୟ…
ସାଲିଆ ସାହି ବସ୍ତିରେ ‘ନୋ ଏଣ୍ଟ୍ରି । ବୁଲିବ ତାରବାଡ ।
ସାଲିଆ ସାହି ବସ୍ତିକୁ ବର୍ତ୍ତମାନ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି। ପୁନଃ କେହି ଅନୁପ୍ରବେଶ କରି ଅବରୋଧ ସୃଷ୍ଟି ନକରନ୍ତୁ, ସେଥିପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସମୁଦାୟ ଅଞ୍ଚଳରେ ଲୁହା ତାରବାଡ ବୁଲାଇବାରେ ଲାଗିଛି। ଗତକାଲି ସାଲିଆ ସାହି…
ମକା ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି?
ଘରର ବୟସ୍କ ଲୋକମାନେ ମକା ଖାଇବା ପରେ ପାଣି ପିଇବାକୁ ମନା କରିଥାନ୍ତି । ବର୍ଷାଦିନ ପୂର୍ବରୁ ବଜାରରେ ଉପଲବ୍ଧ ହୋଇଥାଏ ମକା । ପୋଡା ବା ସିଝା ମକାରେ ଲେମ୍ବୁ ରସ ଓ ଲୁଣ ଦେଇ ଖାଇବାର ମଜା ହିଁ ନିଆରା ।…
ରୁପା ଦର ସ୍ଥିର ଥିବା ବେଳେ ସୁନା ଦରରେ ହେଲା ପରିବର୍ତ୍ତନ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୪,୬୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଯୁଦ୍ଧ ପାଇଁ ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଦୋଷୀ…
୩୫୦ କୋଟି ୟୁଜରଙ୍କ ଡାଟା ବିପଦରେ
ଆମ ଦୈନନ୍ଦିନ ଜୀବନରେ ହ୍ୱାଟ୍ସ ଆପ୍ ଏକ ପ୍ରମୁଖ ଅଂଶ ପାଲଟିଛି । ଏଭଳି କ୍ଷେତ୍ରରେ ଏହି ଆପ୍ର ଡାଟା ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୩୫୦ କୋଟିରୁ ଊଦ୍ଧ୍ୱର୍ ହ୍ୱାଟ୍ସଆପ୍ ୟୁଜରଙ୍କ ଫୋନ୍ ନମ୍ବର ଏବେ…
୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଲା ଗାଡ଼ିର ଫିଟ୍ନେସ୍ ଟେଷ୍ଟ୍ ଫି
ଦେଶବ୍ୟାପୀ ଗାଡ଼ି ଫିଟ୍ନେସ୍ ଟେଷ୍ଟ୍ ଫି’ରେ ବଡ଼ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହାଫଳରେ ଯାନର ଫିଟ୍ନେସ୍ ଟେଷ୍ଟ୍ ଫି’ ପାଖାପାଖି ୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି । ୧୦ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ…
ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ
ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି…
