ପ୍ରେମିକାର ଇଚ୍ଛା ଥିଲା ପ୍ରେମିକ ସହ ସୁପର ବାଇକ୍ ପଛରେ ବସି ବୁଲିବାକୁ । ନିଜର ବାଇକ୍ ନଥିବା ବେଳେ ପ୍ରେମିକାର ଇଚ୍ଛା ପୂରଣ କରିବାକୁ ଲାଗିପଡ଼ିଲେ ପ୍ରେମିକ ପ୍ରବର । ଶେଷରେ ଏକ ସୁପରବାଇକ୍ ଚୋରି କରି ଆଣିଲେ । ଆଉ ବାଇକ…
Day: November 26, 2025
କ୍ଷୀରରେ ମିଶୁଛି ବିଷ,ସଚେତନ ହେବାକୁ ଡାକ୍ତରଙ୍କ ପରାମର୍ଶ
ପ୍ରତିଦିନ ଆପଣ କ୍ଷୀରରେ ବିଷ ପିଉଛନ୍ତି । ଗାଈ ପହ୍ନାରୁ ଅଧିକ କ୍ଷୀର ନିଗାଡ଼ିବା ପାଇଁ ଚାଷୀ ଏକ ଦେଢ଼ ଟଙ୍କିଆ ଔଷଧ ପହ୍ନାରେ ଫୋଡୁଛି । ଯାହାର ନାଁ ହେଲା ଅକ୍ସିଟୋସିନ୍ । ଅକ୍ସିଟୋସିନ୍ ଦିଆଯାଇ ଅପ୍ରାକୃତିକ ଭାବରେ ବାହାର କରାଯାଉଥିବା କ୍ଷୀର…
ଏକମାସୀୟ ଶୀତ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା, ରାଜନୈତିକ ଉଷ୍ମା ବଢ଼ିଲା
୨୭ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତା ୨୭ ତାରିଖ ଅପରାହ୍ନ ୪ଟା ୩୦ରୁ…
ଶ୍ରୀମନ୍ଦିରରେ ପାଳିତ ହେଉଛି ଓଢଣ ଷଷ୍ଠୀ, ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ
ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଦରଜି…
କୁନ୍ଦୁରାରେ ଭାଲୁ ଆତଙ୍କ, ସନ୍ଧ୍ୟା ହେଲେ ବନ୍ଦ ହେଉଛି ଗାଁର ଘର କବାଟ।
କୋରାପୁଟ ଜିଲ୍ଲାର କୁନ୍ଦୁରା ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିଚାଲିଛି। ସନ୍ଧ୍ୟା ହେବାମାତ୍ରେ ଲୋକଙ୍କର ଘରୁ ବାହାରିବା ବନ୍ଦ ହୋଇଯାଇଛି। ଗତ ଦୁଇ ସପ୍ତାହ ହେବ ଲଗାତାର ପ୍ରତିଦିନ ୭ରୁ ୮ଟି ଭାଲୁ ଗାଁକୁ ପହଞ୍ଚୁଛନ୍ତି। ଖାଦ୍ୟ ଅନ୍ବେଷଣରେ ଏହି ଭାଲୁମାନେ ହୋଟେଲ,…
ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ; ଏକ୍ୟୁଆଇ ୩୪୦କୁ ବୃଦ୍ଧି
ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ମାନ ୩୪୦କୁ ବଢ଼ିଯାଇଛି । ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ…
ମହାନଦୀରୁ ଶିଶୁର ମୃତଦେହ ଉଦ୍ଧାର
କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ…
ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓଲଟି ୧୦ ଯାତ୍ରୀ ଗୁରୁତର
ଅନୁଗୁଳ ଜିଲ୍ଲା ଜେରେଙ୍ଗ ଦେହୁରୀସାହି ନିକଟରେ ଥିବା ଜାତୀୟ ରାଜପଥ-୫୫ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବାରୁ ଅତି କମରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗାଡିରେ ଥିଲେ ୫୦ ଜଣ ଯାତ୍ରୀ…
ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା
ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୁଲିସ। ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ…
ସୃଷ୍ଟି ହେଲା ବାତ୍ୟା ‘ସେନୟାର’, ପୂର୍ବାହ୍ନରେ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ସେନୟାର’। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା। ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ଆଜି ପୂର୍ବାହ୍ନରେ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। …
