ଦେଶର କୋଟି କୋଟି କର୍ମଚାରୀ ଓ ଶ୍ରମଜୀବିଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ସୁଭ ସନ୍ଦେଶ ଘୋଷଣା କରିଛନ୍ତି । ଶ୍ରମମନ୍ତ୍ରୀ ଆଜି ଶ୍ରମ ଆଇନରେ ମେଜର ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ନୂତନ ବ୍ୟବସ୍ଥାରେ କର୍ମଚାରୀ ଓ…
Day: November 22, 2025
ଏଥର ହେବନି ପ୍ରଭୁ ଲିଙ୍ଗରାଜଙ୍କର ଓଢ଼ଣ ଷଷ୍ଠୀ ନୀତି
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଓଢଣ ଷଷ୍ଠୀକୁ ଆଉ ମାତ୍ର ୪ଦିନ ବାକି ରହିଲା । ହେଲେ ଏଯାଏ ଏହି ନୀତି କିପରି ପାଳନ କରାଯିବ ତାର ସ୍ପଷ୍ଟୀକରଣ ମନ୍ଦିର ଟ୍ରଷ୍ଟ ବୋର୍ଡ ରଖୁ ନାହାନ୍ତି ବୋଲି ପୂଜାପଣ୍ଡା ନିଯୋଗର ସେବାୟତମାନେ କହିଛନ୍ତି । ସେମାନେ କହିଛନ୍ତି,…
ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ, ୮ ବାଂଲାଦେଶୀ ଅଟକ !
ଜଟଣୀ ପୁଲିସ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲାଂଦେଶୀ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ ସ୍ଥଳରେ ପୁଲିସ ଚଢ଼ାଉ କରିଥିଲା । ସେଠାରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କୁ…
କୋଣାର୍କ ପରିଦର୍ଶନ କଲେ ମୁଖ୍ୟ ବିଚାରପତି, ବିମୋହିତ କଲା ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ
ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ବ୍ରାଜିଲର ମୁଖ୍ୟ ବିଚାରପତି। ଶନିବାର ମୁଖ୍ୟ ବିଚାରପତି ଆଣ୍ଟୋନିଅ ହରମାନ ବୋଞ୍ଜାମିନ କୋଣାର୍କରେ ପହଞ୍ଚିବା ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ବୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ…
ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍।
ଭାରସାମ୍ୟ ହରାଇ ଗଛରେ ପିଟିଲା ସଂଯୁକ୍ତା ନାମକ ନାଇଟ୍ କୋଚ ବସ୍। ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଢେଙ୍କାନାଳ, କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସଟି ଭୋର ୪ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ରାଉରକେଲାରୁ…
ଦୁବାଇ ଏୟାର ସୋ’ରେ ଭାରତୀୟ ତେଜସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ
ଦୁବାଇରେ ଚାଲୁଥିବା ଏୟାର ସୋ’ରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପ୍ରଦର୍ଶନୀ ସମୟରେ ଭାରତୀୟ ବାୟୁସେନାର ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…
୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।
୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ…
ଧାନ କ୍ଷେତ ଜଗିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା
ଯୁବକଙ୍କୁ ଦଳିଦେଲା ଦନ୍ତା ହାତୀ । ଧାନ କ୍ଷେତ ଜଗିବା ସମୟରେ ଦଳିଦେଲା ଦନ୍ତା । ସମ୍ବଲପୁର ଜିଲ୍ଲା ସାପଡ଼ଗର ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଯୁଯୁମୁରା ବ୍ଲକ୍ ସାପଡ଼ଗର ଗାଁର ଇସ୍ରାଏଲ ଲୁଗୁନ…
ବାପା ଓ ମା’ଙ୍କୁ ଛୁରି ଭୁସି ହତ୍ୟା
ଦରଘାବଜାର ଜେଲ୍ କଲୋନିରେ ଆଜି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା କରିଛି ପୁଅ। ଏହି ଘଟଣାରେ ହତ୍ୟାକାରୀ ପୁଅ ମଧ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପୁଲିସ ଶବ ଉଦ୍ଧାର…
ହାଇୱାକୁ ପିଟିଲା ଆମ୍ବୁଲାନ୍ସ,, ଜଣେ ମୃତ
୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର…
