ରାୟଗଡ଼ାସ୍ଥିତ ଏଚ୍ପି ଗ୍ୟାସ୍ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ ଗ୍ରାମ ନୀର ବିଶ୍ୱାଳଙ୍କ ପୁଅ ଆଲୋକ। ସେ ଏଚ୍ପି ଫିଲିଂ ଷ୍ଟେଶନରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ସେ…
Day: November 14, 2025
ଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ : ୟୁକ୍ରେନଠୁ କିଣିବ ଡ୍ରୋନ୍
ନୂଆଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ ସରକାର । ଆଉ ଏକ ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ ରଣନୀତି ଆରମ୍ଭ କରିଦେଇଛି । ତେଣୁ ଅନ୍ୟ ଦେଶଠୁ ଡ୍ରୋନ୍ କିଣିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ପାକ୍ । କୁହାଯାଉଛି ଯେ, ୟୁକ୍ରେନଠାରୁ ଶେହଓ୍ୱାଜ…
କୋବ୍ରାପୋଷ୍ଟ୍ ବିରୋଧରେ କୋର୍ଟ ଗଲେ ଅନିଲ ଅମ୍ବାନୀ
କୋବ୍ରାପୋଷ୍ଟ୍ ବିରୋଧରେ କୋର୍ଟ ଗଲେ ଅନିଲ ଅମ୍ବାନୀ । ଖାଲି କୋବ୍ରା ପୋଷ୍ଟ ନୁହେଁ, ଦି ଇକୋନୋକି ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ବିରୋଧରେ ମଧ୍ୟ ରିଲିଆନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ମାନହାନୀ ମୋକଦ୍ଦମା ଦାଖଲ କରିଛନ୍ତି । ଦିଲ୍ଲୀର ଏକ କୋର୍ଟରେ…
ଇଣ୍ଟରନାଲ ମୂଲ୍ୟାୟନ, ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ଡିସେମ୍ବର ୩୧ ମଧ୍ୟରେ…
ସହିଦନଗର ହାଟରେ ଅଗ୍ନିକାଣ୍ଡ , ଦୋକାନରେ ଶୋଇଥିବା ବୃଦ୍ଧ ଜୀବନ୍ତ ଦଗ୍ଧ
ଭୁବନେଶ୍ବର ସହିଦନଗର ତିନିକୋଣିଆ ହାଟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡରେ ଜଳିଗଲେ ଦୋକାନରେ ଶୋଇଥିବା ବୃଦ୍ଧ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୋର ସମୟରେ ଲାଗିଥିଲା ନିଆଁ । ଅଣ୍ଡା କାର୍ଟୁନ୍ରୁ ନିଆଁ ବ୍ୟାପି ଜଳିଯାଇଥିଲା…
ବିହାର ବିଧାନସଭା ନିର୍ବାଚନ:୧୨୨ଟି ଆସରେ ଆଗୁଆ ରହିଛି NDA
ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୨୨ ଆସନରେ…
ଭାରତ-ସାଉଥ ଆଫ୍ରିକା ପ୍ରଥମ ଟେଷ୍ଟ : କୋଲକତା ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ମ୍ୟାଚ୍
ଭାରତ-ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କୋଲକତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତ ପ୍ରଥମେ ବୋଲିଂ କରୁଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ରିଷଭ…
ଜେଲରୁ ଫେରିଲେ , ଗୋଡ଼ାଇ ହାଣିଲେ
ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦଫା ୧୧୦ ଅଧୀନରେ ଜେଲରେ ଥିବା ଚାମ୍ବା ଦୁଇଦିନ ତଳେ ଜେଲରୁ ଫେରିଥିଲା ।…
ବିହାରରେ ଭୋଟ ଗଣତି ଆରମ୍ଭ, ଆଜିଅଛି ନିଷ୍ପତ୍ତିର ଦିନ
ବିହାରରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ନଭେମ୍ବର 14) ଘୋଷିତ ହେବ। ସକାଳ 8ଟାରୁ ସମଗ୍ର ରାଜ୍ୟରେ ଭୋଟ ଗଣତି ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେଉଛି। 38ଟି ଜିଲ୍ଲାର 46ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…
ଆଜି ନୂଆପଡ଼ା ରେଜଲ୍ଟ ଡେ, ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା
ଆଜି ରେଜଲ୍ଟ ଡେ । ଆସିବ ନୂଆପଡ଼ା ଓ ବିହାର ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ । ଜିଲ୍ଲା…

