Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 7, 2025

କଳିଙ୍ଗା ଘାଟିରେ ଓଲଟିଲା ବସ୍ ; ୧୫ରୁ ଅଧିକ ଯାତ୍ରୀ ଆହତ

Posted on November 7, 2025

ଜି.ଉଦୟଗିରି କଳିଙ୍ଗା ଘାଟି ଅନ୍ଧାରକୂଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଶ୍ରୀରାମ ବସ୍ । ବସଟି ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା । ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ…

‘ମୁଁ ଶୀଘ୍ର ଭାରତ ଗସ୍ତରେ ଯିବି…’

Posted on November 7, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମହାନ ବ୍ୟକ୍ତି ଏବଂ ବନ୍ଧୁ ବୋଲି କହିଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ସେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ପ୍ରୟାସର ଅଂଶ ଭାବରେ ସେ ଆସନ୍ତା ବର୍ଷ…

ଘରର ସାମଗ୍ରୀ, ଆସବାପତ୍ର ଓ ଧାନ ଚାଉଳ ପୋଡି ପାଉଁଶ

Posted on November 7, 2025

ଭୟାବହ ଅଗ୍ନିକାଣ୍ଡ । ଦଶ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳ ଘୋଡ଼ାନ୍ସ ପଞ୍ଚାୟତର ହରିଶପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗାଁର ଶିବ ପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ…

ଭୁଲ ଆକ୍ରମଣରେ ଜଣେ ଗୁରୁତର

Posted on November 7, 2025

ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଯାଜପୁର ରୋଡ ବନାଞ୍ଚଳ କୋରାବନ୍ଦୀ ଗାଁରେ ଭାଲୁ ଆତଙ୍କ । ଆଜି ଭୋର୍ ସମୟରେ କୋରାବନ୍ଦୀ ଗାଁର ଲକ୍ଷ୍ମଣ ପରିଡା ଶୌଚ ପାଇଁ ଯାଇଥିବା ବେଳେ ଭୁଲ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ଉଦ୍ଧାର…

ଆମିଷ ବଜାରରେ ପ୍ରବଳ ଭିଡ଼

Posted on November 7, 2025

ସରିଲା ଧର୍ମ ମାସ କାର୍ତ୍ତିକ । ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଛାଡ଼ଖାଇକୁ । ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ।…

ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ, ଗର୍ଭଗୃହରେ ସେବକ ବେଶରେ ପଶିଲେ ଭକ୍ତ

Posted on November 7, 2025

ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ…

ଚୋର ସନ୍ଦେହରେ ୪ ସନ୍ଦିଗ୍ଧଙ୍କୁ କାବୁ କଲେ ଗ୍ରାମବାସୀ

Posted on November 7, 2025

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମରେ ଚୋର ସନ୍ଦେହରେ ୪ ସନ୍ଦିଗ୍ଧଙ୍କୁ କାବୁକଲେ ଗ୍ରାମବାସୀ । ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ଏକ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ସୂଚନା ଅନୁସାରେ, ଗତ ଗୁରୁବାର ବିଳମ୍ବିତ ରାତିରେ…

ରବିବାର ସୁଦ୍ଧା ୩ରୁ ୫ ଡିଗ୍ରୀ ଖସିବ ପାରଦ

Posted on November 7, 2025

ଶୁକ୍ରବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ । ରବିବାର ରାତି ସୁଦ୍ଧା ପାରଦ ଆଉ ୩ରୁ ୫ ଡିଗ୍ରୀ ଖସିଯିବ । ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡ଼ା ଓ ଗଜାପୁରରେ ପାରଦ ୧୨ ଡିଗ୍ରୀକୁ ଖସି ଯାଇପାରେ । ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ ମୋହନାରେ…

Posts pagination

Previous 1 2

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme