ତାଳଚେର ଭୁବେନେଶ୍ବରୀ କୋଇଲା ଖଣିରେ ଥିବା ସାଇଲୋରେ ଡେରା ପଞ୍ଚାୟତ ବାସୀଙ୍କୁ ନିଯୁକ୍ତ ଦାବି ନେଇ ଆଜି ସାଇଲୋ ପରିସରରେ ଧାଣଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ନେଇ ସାଇଲୋରୁ ଟ୍ରେନ ଯୋଗେ କୋଇଲା ପରିବହନ ବନ୍ଦ ରହିଥିଲା। ଭୁବନେଶ୍ବରୀ କୋଇଲା…
Day: October 24, 2025
ଜାଣନ୍ତୁ କେଉଁମାନେ ଖାଇବା ଉଚିତ୍ କରମଙ୍ଗା
ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର । ସେଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା ।କରମଙ୍ଗା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ସେତିକି ଲାଭଦାୟକ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା ମଧ୍ୟ କରାଯାଉଛି । ଏଥିରେ ଭିଟାମିନ୍ ସି, ଫାଇବର, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ବି ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ…
ଏହିପରି ହେବ ନୂତନ ବ୍ୟାଙ୍କ ନିୟମ…
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ନଭେମ୍ବର ୧ରୁ ଗ୍ରାହକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନି ଯୋଡିପାରିବେ। ଏଥିରେ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ କେଉଁ ନୋମିନିକୁ କେତେ ଅଂଶ ଦେବେ ଏବଂ କେଉଁ ପ୍ରାଥମିକତାରେ ରଖିବେ ତାହା…
ବାଣ ଲଗାଉଥିବା ବେଳେ ଘଟିଛି ଅଘଟଣ, ମୁହଁରେ ଫୁଟିଯିବାରୁ ନାବାଳକ ଗୁରୁତର
ବାଣ ଫୁଟାଇ ନାବାଳକ ଗୁରୁତର । ଘରେ ବାଣ ଲଗାଉଥିବା ବେଳେ ଘଟିଛି ଅଘଟଣ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସାକୁସିଙ୍ଗା ଗାଁର ରାମ ନାଏକଙ୍କ ପୁଅ ସୁଗ୍ରିବ ନାଏକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ଜିଲ୍ଲା ଆଠମଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…
ବଢ଼ିଲା ବାତ୍ୟା ଭୟ,୨୭ରେ ନେଇପାରେ ବାତ୍ୟାର ରୂପ
ଅକ୍ଟୋବରରେ ବଢ଼ିଲା ବାତ୍ୟା ଭୟ ! ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ! ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ନେଇ ଆଶଙ୍କା ରହିଛି। ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି…
ଆଫଗାନିସ୍ତାନରେ ପୁଣି ଭୂକମ୍ପ: କାବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ
ଆଜି ସକାଳ ସୂଚନା ମିଳିଛି ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ସକାଳ ୬:୯ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ଥିଲା ଏବଂ ତାହାର କେନ୍ଦ୍ରସ୍ଥଳ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଥିଲା। ନ୍ୟାସନାଲ ସେସ୍ମୋଲୋଜି…
ସୁନା ଏବଂ ରୂପା ଦରରେ ହେଲା ପରିବର୍ତ୍ତନ , କିଣିବା ପୂର୍ବରୁ ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ସୁନା ଏବଂ ରୂପା ଦରରେ ହେଲା ପରିବର୍ତ୍ତନ । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୪୬୦…
ନୂଆପଡା ଉପନିର୍ବାଚନ: ତ୍ରିମୁଖୀ ଲଢେଇରେ ଚଢ଼ିଛି ତାପ, କାହାର ହେବ ବାଜି?
ନୂଆପଡା ଉପନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ତୀବ୍ର ହୋଇଯାଇଛି । ଗାଁଗାଁରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଦିବାସୀ ସମାଜମାନଙ୍କ ସମର୍ଥନ ମିଳିବା ପରେ ଦଳର ବିଜୟ ଆଶା ଅଧିକ ଜୋରଦାର…
ନିଖୋଜ ପୁଅ ପାଇଁ ଝୁରି ହେଉଛି ମା । ଫୋଟୋ ଧରି କାନ୍ଦି କାନ୍ଦି ଆଖିରୁ ଲୁହ ସରୁନି ମା ର….
ନିଖୋଜ ହେବା ପରଠୁ ପୁଅର ଫଟୋ ଧରି ବାହୁନି ବାହୁନି କାନ୍ଦୁଛି ମା। ଶୁଖୁନି ମା ଆଖିର ଲୁହ । ପୁଅର ଫୋଟୋକୁ ଜାବୁଡି ଧରି କାନ୍ଦି କାନ୍ଦି ନୟାନ୍ତ ହୋଇଯାଉଛି ମା । ଆଉ ଘରର ଦୁଆର ମୁହଁକୁ ଅନାଇ ବସିଛି ମା…
ଦିଲ୍ଲୀରେ ପ୍ରଥମ ଥର କୃତ୍ରିମ ବର୍ଷା, ପ୍ରଦୂଷଣ ନିୟନ୍ତ୍ରଣରେ ନୂଆ ପଦକ୍ଷେପ
ରାଜଧାନୀ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏବେ ନୂଆ ଉପାୟ ନେଇଛନ୍ତି । କୃତ୍ରିମ ବର୍ଷା ଅର୍ଥାତ୍ କ୍ଲାଉଡ୍ ସିଡିଂ ମାଧ୍ୟମରେ ପ୍ରଦୂଷଣ କମାଇବାର ପ୍ରୟାସ ଆରମ୍ଭ ହୋଇଛି । ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା…

