Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଫଗାନିସ୍ତାନରେ ପୁଣି ଭୂକମ୍ପ: କାବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ

Posted on October 24, 2025

ଆଜି ସକାଳ ସୂଚନା ମିଳିଛି ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ସକାଳ ୬:୯ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ଥିଲା ଏବଂ ତାହାର କେନ୍ଦ୍ରସ୍ଥଳ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଥିଲା। ନ୍ୟାସନାଲ ସେସ୍ମୋଲୋଜି କେନ୍ଦ୍ର (NCS) କହିଛି ଯେ, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ଘଟିନି।

ଏହା ପୂର୍ବରୁ କିଛି ମାସ ଭିତରେ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ହୋଇଥିଲା। ଗତ ମଙ୍ଗଳବାର ଏକ ଭୂକମ୍ପର ତୀବ୍ରତା ୪.୩ ଥିଲା, ଯାହା କେନ୍ଦ୍ରସ୍ଥଳରେ ମଧ୍ୟମ ଗଭୀରତାରେ ଥିଲା। ୧୭ ଅକ୍ଟୋବରରେ ଉତ୍ତର ଆଫଗାନିସ୍ତାନରେ ୫.୫ ଭୂକମ୍ପର ତୀବ୍ରତାର ରହିଥିଲା । ସେପ୍ଟେମ୍ବର ମାସରେ ହୋଇଥିବା ୬.୦ ତୀବ୍ରତାର ଭୂକମ୍ପରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme