ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କରାଯାଉଛି । ଯୁବକ ଜଣକ ନାମ ସତିଶ ରାଉତ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ…
Day: October 16, 2025
ନିରାଡ଼ମ୍ବର ଭାବେ ପାଳିତ ହେଉଛି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ
ଆଜି ବିଜେଡି ସୁପ୍ରିମୋ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ନବୀନଙ୍କୁ ଆଜି ୭୯ ବର୍ଷ ପୂର୍ଣ୍ଣ ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସେ ନିଜ ଜନ୍ମଦିନକୁ ଏକ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ଏହି ଅବସରରେ ନବୀନ ବିଜେଡିର…
ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ଗୁରୁବାର ଭୋର୍ ୩ଟା ବେଳେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନାନୁଯାୟୀ, ଗୁରୁବାର…
୧୮ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧ରୁ ଶିମିଳିପାଳ ବୁଲିବା ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ସୌନ୍ଦର୍ଯ୍ୟ…
କୋଣାର୍କରୁ ଅପହରଣ, ପାରାଦୀପରୁ ଉଦ୍ଧାର
କୋଣାର୍କ ନିକଟସ୍ଥ ବନାଖଣ୍ଡି ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରୁ ଫିଲ୍ମ ଷ୍ଟାଇଲ୍ରେ ଅପହରଣ। କାର୍କୁ ଅଟକାଇ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଉଠାଇନେଲେ ୭ ଯୁବକ। ପାରାଦୀପଗଡ଼ରୁ ଅପହୃତ ଯୁବକ ଉଦ୍ଧାର। ରାଜ୍ୟ ଓ ରାଜ୍ୟ ବାହାର ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ…
୨୧ରେ ଲଘୁଚାପ: ଉତ୍ତର- ପଶ୍ଚିମ ଦିଗରେ ମୁହାଁଇବା ନେଇ ଆକଳନ
ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩ ତାରିଖ ବେଳକୁ ଏହା…
ଡକାୟତି ଯୋଜନା ବେଳେ ଧରାପଡିଲେ ୩
ବୋଲେରୋ, ବନ୍ଧୁକ, ମୋବାଇଲ, ଟଙ୍କା ଜବତ ସୁନ୍ଦରଗଡ଼: ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନା କୁ ପଣ୍ଡ କରିଥିଲା । ଡକାୟତି ଯୋଜନା…
ଜୁଆ ଅଡ୍ଡା ଉପରେ ଚଢ଼ାଉ ୫ ଅଭିଯୁକ୍ତ ଗିରଫ
ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସ ପକ୍ଷରୁ ଅପରେସନ ନେତ୍ର ଆଧାରରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ି ଙ୍କୁ ଗିରଫ।ଗିରଫ ମାନେ ହେଲେ ଲମଟିବାହାଲ ନୂଆପଡା ର ଧର୍ମେନ୍ଦ୍ର ୟାଦବ(୩୩), ଓ ପି ଏମ କଲୋନୀ…
ଗାଁରେ ପଶି ଦୁଇଜଣ ମହିଳାଙ୍କୁ କାମୁଡୁଲା ବିଲୁଆ
ଏରସମା,: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ୨ ଜଣ ମହିଳା ଙ୍କୁ ବିଲୁଆ ଆକ୍ରମଣ କରିଥିବା ବେଳେ ଜଣେ ପୁରୁଷ ବିଲୁଆ ଆକ୍ରମଣରୁ ଅଳ୍ପକେ ବତ୍ତୀ ଯାଇଥିଲେ।ସୂଚନାଯୋଗ୍ୟା କି ସଂଧ୍ୟା ସମୟରେ କଙ୍କରଦିଆ ଗ୍ରାମର ପୁଷ୍ପଲତା ପ୍ରଧାନ ନିଜର ବାଡି…
ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ
ମାଡ଼ି ବସିଲା ଅବକାରୀ ବିଭାଗ, ୨ ଗିରଫ ସମ୍ବଲପୁର, : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ୫୩ କେଜି ଗଞ୍ଜେଇ ଜବତ। ଗଞ୍ଜେଇ ଚୋରା ଚାଲଣ କରୁଥିବା ମଧ୍ୟପ୍ରଦେଶ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସେମାନେ ହେଲେ ସଞ୍ଜୀବ ପୁରୋହିତ (୫୪)…

