Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିରାଡ଼ମ୍ବର ଭାବେ ପାଳିତ ହେଉଛି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ

Posted on October 16, 2025

ଆଜି ବିଜେଡି ସୁପ୍ରିମୋ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ନବୀନଙ୍କୁ ଆଜି ୭୯ ବର୍ଷ ପୂର୍ଣ୍ଣ ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସେ ନିଜ ଜନ୍ମଦିନକୁ ଏକ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି।

ଏହି ଅବସରରେ ନବୀନ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେବେ। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ସେ ଗ୍ରାଉଣ୍ଡକୁ ନିଜେ ଓଲାଇଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର ଅଞ୍ଚଳରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ ହେବ। ସେଠାରେ ଯୋଗଦେଇ ନବୀନ କର୍ମୀମାନଙ୍କୁ ଉତ୍ସାହିତ କରିବେ।

ଜନ୍ମଦିନର ଅବସରରେ ସେ ପିଲାମାନଙ୍କ ସହ ସମୟ ବିତାଇ ମିଷ୍ଟାନ୍ନ ବଣ୍ଟନ କରିବେ। ପରେ ସେ ଏସଓଏସ ଭିଲେଜ ଯାଇ ସେଠି ଅନ୍ତେବାସୀଙ୍କ ସହ ସମ୍ପର୍କ ସ୍ଥାପନ କରି ମିଷ୍ଟାନ୍ନ ବଣ୍ଟନ କରିବେ।

ନବୀନଙ୍କ ଆଗମନକୁ ସ୍ଵାଗତ କରିବା ପାଇଁ ମଙ୍ଗଳା ବସ୍ତି ବାସିନ୍ଦା ନିଜ ଘର ଆଗରେ କଳସ ଓ ମୁରୁଜ ସଜାଇଛନ୍ତି। ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳିତ ହେଉଛି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme