Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 4, 2025

ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ

Posted on October 4, 2025

ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ ।…

ପୁଲିସକୁ ବଡ଼ ସଫଳତା,ଚଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର

Posted on October 4, 2025

ପୁଲିସକୁ ବଡ଼ ସଫଳତା। ଚାଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର। ରାତି ଅଧିଆ ଚଢାଉ କରି ବଲାଙ୍ଗୀର ସ୍ୱତନ୍ତ୍ର ପୁଲିସ ସେମନଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି। ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଥିବା ଜଣାପଡ଼ିଛି। ସୂଚନା ମୁତାବକ,୫୫…

ଗୁହାଳରୁ ବାହାରିଲା ୧୦ଫୁଟ ଲମ୍ବର ଅହିରାଜ, ସ୍ନେକ୍ ହେଲପ୍ ଲାଇନ ସଦସ୍ୟ କଲେ ଉଦ୍ଧାର

Posted on October 4, 2025

ଗୁହାଳରୁ ୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଞ୍ଜାମ ଜିଲ୍ଲା ବାଦପୁର ପଞ୍ଚାୟତବାଲି ପଦର ଗାଁର ଦେବ ନାୟକଙ୍କ ଗୁହାଳରୁ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ଜଗନ୍ନାଥ ସାହୁ ଘଟଣାସ୍ଥଳରୁ ଅହିରାଜକୁ ଉଦ୍ଧାର କରିଛନ୍ତି।…

ତାଳଚେର ରାବଣ ପୋଡି ଉତ୍ସବରେ ୯ ବର୍ଷୀୟ ଶିଶୁ ଆହତ

Posted on October 4, 2025

ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାବଣ…

ବେଳାଭୂମିରେ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

Posted on October 4, 2025

ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ବଡ଼ ଜୁଆର ସମୟରେ ହଜାର ହଜାର ଜେଲି ଫିସ୍ ଭାସି ଆସିଛନ୍ତି। ସମୁଦ୍ରର ଗଭୀର ଭାଗରୁ ଆସିଥିବା ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଲାଗିଛି। ସମୁଦ୍ରର ତାରଙ୍ଗ ଅଶାନ୍ତ ଥିବାରୁ ଏହି ଅଦ୍ଭୁତ ଦୃଶ୍ୟ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ

Posted on October 4, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି…

ODI ଅଧିନାୟକ ସମ୍ପର୍କରେ BCCI ରୁ ଆସିଲା ବଡ଼ ଅପଡେଟ୍…

Posted on October 4, 2025

ଭାରତୀୟ କ୍ରିକେଟରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ODI ସିରିଜରେ ଦଳର ଅଧିନାୟକ କିଏ ହେବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଅକ୍ଟୋବର ୧୯ ତାରିଖରେ ପର୍ଥରେ ତିନି ମ୍ୟାଚ…

ଦଳାଚକଟା ମାମଲାରେ ବିଜୟଙ୍କୁ ହାଇକୋର୍ଟର ଭର୍ତ୍ସନା

Posted on October 4, 2025

ଟିଭିକେ (ତାମିଲଗା ଭେଟ୍ରି କଝଗମ୍) ମୁଖ୍ୟ ଓ ଅଭିନେତା ବିଜୟ ଥାଲାପତିଙ୍କୁ ମାଡ୍ରାସ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କରୁର ଜିଲ୍ଲାରେ ଦଳୀୟ ସମାବେଶ ସମୟରେ ଘଟିଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମତ ଦେଇଛନ୍ତି। ନ୍ୟାୟାଳୟ କହିଛି,…

ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ, ସୋସିଆଲ ମିଡିଆକୁ କହିଲା ଦେଶର ଶତ୍ରୁ…

Posted on October 4, 2025

ଏକ ସରକାରୀ ବିଜ୍ଞାପନକୁ ନେଇ ଏବେ ପାକିସ୍ତାନରେ ରାଜନୈତିକ ପାରା ଓଲଟପାଲଟ ହୋଇଛି । କାରଣ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ଅଧା ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଛି, ଯେଉଁଥିରେ ସାମ୍ବାଦିକ, ଫ୍ରିଲାନ୍ସର, ଏନଜିଓ କର୍ମୀ ଏବଂ ନାଗରିକ ସମାଜର ବ୍ୟକ୍ତିବିଶେଷଙ୍କୁ “ଶତ୍ରୁ ପ୍ରଚାର”…

ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର, ଟ୍ରମ୍ପଙ୍କୁ ମିଳିବ ତ ?…

Posted on October 4, 2025

ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରତୀକ୍ଷିତ ନୋବେଲ ପୁରସ୍କାର ଆସନ୍ତା ସପ୍ତାହରେ ଘୋଷଣା ହେବାକୁ ଯାଉଛି । ଏହି ପୁରସ୍କାର ଗୁଡ଼ିକ ଚିକିତ୍ସା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଅର୍ଥନୀତି ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଇଥାଏ ।…

Posts pagination

Previous 1 2 3 4 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme