Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୭ କୋଟିର ସର୍କିଟ୍‌ ହାଉସ୍‌ରେ ତାଲା

Posted on December 19, 2025

ମାସେତଳେ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ରହିଛି ୩୦ ସୁଟ୍‌, ସମ୍ମିଳନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି ସୌନ୍ଦର୍ଯ୍ୟ ରାଉରକେଲା : ମନ୍ତ୍ରୀ, ଅତିଥି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟମାନଙ୍କ ରହଣି ପାଇଁ ପାନପୋଷ ପୁରୁଣା ସର୍କିଟ୍‌…

ବହୁ ଆକ୍ରମଣରେ ଶାଶୁ ମୃତ, ଘଟଣା ରେ ଦୁଇ ଅଟକ…

Posted on December 18, 2025

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥ‌ିବା ଏକ ଘରଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ । ମୃତ ମହିଳା ଜଣଙ୍କ ହେଲେ କୁନି ନାୟକ। ସୂଚନା ଅନୁସାରେ, ଗତ କାଲି ରାତି ୧୦ ଘଟିକା…

ଦିନକୁ ଖାଅନ୍ତୁ ଗୋଟିଏ କଦଳୀ

Posted on December 18, 2025

ଆପଣ ବିନା କାରଣରେ ଲଗାତାର ଉଦାସ, ଚିଡ୍‌ଚିଡା ଓ ମୁଡ୍‌ ସୁଇଂ ଶିକାର ହେଉଛନ୍ତି କି? ଏହା ହେଉଛି ଶରୀରରେ ସେରୋଟୋନିନ୍‌ ଅଭାବର ଲକ୍ଷଣ । କିନ୍ତୁ ଏହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ବରଂ ବଜାରରେ ଉପଲବ୍ଧ କେତେକ ଫଳ ରହିଛି, ଯାହା ସେରୋଟୋନିନ୍‌ରେ ଭରା…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

Posted on December 18, 2025

ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ଆଉ ଠିକାରେ ଶିକ୍ଷକ ନିଯୁକ୍ତ ହେବେନାହିଁ। ରାଜ୍ୟରେ…

ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ଫାଟ

Posted on December 18, 2025

କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଦାବି କରିଛନ୍ତି ଯେ  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।  ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିବାବେଳେ ଗତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ…

ବଦଳୁଛି ପୁନର୍ବିବାହ ବିଚାର,୨୮% ଭାରତୀୟ ବିଚ୍ଛେଦ ପରେ ପୁନର୍ବିବାହ ଲାଗି ପ୍ରସ୍ତୁତ

Posted on December 18, 2025

ଧାର୍ମିକ ତଥା ପାରମ୍ପରିକ ବିଧିବିଧାନର ସହ ଈଶ୍ୱରଙ୍କୁ ସାକ୍ଷୀ ରଖି ବିବାହ କରୁଥିବା ଦମ୍ପତି ସାଥୀ ହୋଇ ଖୁସିରେ ଜୀବନ ବିତାଇବାକୁ ପରସ୍ପରକୁ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ବାସ୍ତବରେ ସେମାନେ ସର୍ବଦା ଖୁସିରେ ରହିପାରନ୍ତି ନାହିଁ ।କିଛି ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିଯାଏ ଏବଂ…

ସହରୀ ଜନତା ଏବେ ପାହାଡ଼ମୁହାଁ

Posted on December 18, 2025

 ଧୂଆଁକୁହୁଡ଼ି ଓ ବାୟୁ ପ୍ରଦୂଷଣ କ୍ରମାଗତଭାବେ ସହରର ବାୟୁକୁ ନିଃଶ୍ୱାସପ୍ରଶ୍ୱାସ ନେବା ଅଯୋଗ୍ୟ କରିଦେଇଛି, ଯାହା ଅନେକ ବାସିନ୍ଦାଙ୍କୁ ଅନ୍ୟତ୍ର, ବିଶେଷକରି ପାହାଡରେ ପରିଷ୍କାର ଓ ଥଣ୍ଡା ପରିବେଶ ଖୋଜିବାକୁ ପ୍ରେରିତ କରିଛି। ଦିଲ୍ଲୀ ଓ ଅନ୍ୟାନ୍ୟ ଉତ୍ତରଭାରତୀୟ ମହାନଗରରେ ବିପଜ୍ଜନକ ଭାବରେ ବାୟୁ ପ୍ରଦୂଷଣ ବୃଦ୍ଧି…

କୁହୁଡ଼ି ଯୋଗୁଁ ଲକ୍ଷ୍ନୌ T20 ମ୍ୟାଚ ବାତିଲ, ଫାଇନାଲ ଅହମ୍ମଦାବାଦରେ

Posted on December 18, 2025

ଘନ କୁହୁଡ଼ି ଯୋଗୁଁ ବାତିଲ ହେଲା ଲକ୍ଷ୍ନୌ T20 ମ୍ୟାଚ । ଭାରତ ୨-୧ରେ ସିରିଜ ଆଗୁଆ । ଅହମ୍ମଦାବାଦରେ ହେବ ଫାଇନାଲ୍ ଲଢ଼େଇ । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଘନ କୁହୁଡ଼ି…

ବଢିଲା ସୁନା ଓ ରୁପା ଦର…

Posted on December 18, 2025

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।  ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୪,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୩,୬୦୦ ଟଙ୍କା ଛୁଇଁଛି । ସେହିପରି…

ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ଯାଞ୍ଚ

Posted on December 18, 2025

ବାଲେଶ୍ବର ଜିଳ୍ଲା ସିମୁଳିଆରେ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ଯାଞ୍ଚ l ମାର୍କୋଣା ବଜାରରେ ଅବସ୍ଥିତ ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ବାଲେଶ୍ୱର ଡ୍ରଗ୍ସ ଇନ୍ସପେକ୍ଟର ମୋନାଲିସା ମଲ୍ଲିକଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି ।…

Posts pagination

Previous 1 … 73 74 75 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme