Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍, ବନ୍ଦେ ଭାରତରେ ମିଳିବ ସ୍ଥାନୀୟ ଖାଦ୍ୟ

Posted on December 19, 2025

ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ…

କମିବନି ଶୀତ ପ୍ରକୋପ, ୧୦ ସହର ୧୦ ଡିଗ୍ରୀ ତଳେ ପାରଦ

Posted on December 19, 2025

ଥଣ୍ଡା ଲାଗି ରହିବ । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଚିତ୍ରରୁ…

 ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ…

Posted on December 19, 2025

 ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡିଛି । କୁହୁଡି ପାଇଁ ମୁମ୍ବାଇ-ବାରଣାସୀ ବିମାନର ରୁଟ ଡାଇଭର୍ଟ କରାଯାଇଛି । ବାରଣାସୀର…

୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ତଡ଼ିଲା ସାଉଦି ଆରବ

Posted on December 19, 2025

ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ସାଉଦି ଆରବ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବେ ପାକିସ୍ତାନରୁ ଅଧିକାଂଶ ଭିକାରୀ ସେଠାକୁ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ସାଉଦି ଆରବ ପକ୍ଷରୁ ୫୬ ହଜାର ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରିଛି । ସାଉଦି ଆରବରେ…

ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ୍, ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା

Posted on December 19, 2025

ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ୍ । ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍ । ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି ।…

୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ…

Posted on December 19, 2025

 ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ପୁରା ସହରରେ…

ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ

Posted on December 19, 2025

ଦରମା ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା, ହେଲେ ଦରମା ମିଳିଲା ନାହିଁ । ପୁଣି ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତକାଲି ସନ୍ଧ୍ୟାରେ ଦରମା ମିଳିବାକୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ନହେବାରୁ…

 ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା…

Posted on December 19, 2025

ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ । ମୃତକ…

ରୁପ୍ରା ମଣ୍ଡି ପରିଦର୍ଶନରେ ନର୍ଲା ବିଧାୟିକା ଓ ବିଜେଡିର ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳୀ

Posted on December 19, 2025

ଚାଷୀଙ୍କ ସହ ମଣ୍ଡି ସମ୍ବନ୍ଧୀୟ ପ୍ରସଙ୍ଗରେ କଲେ ଆଲୋଚନା ରୁପ୍ରା: ନର୍ଲା ବିଧାୟିକା ମନୋରମା ମହାନ୍ତି ଗୁରୁବାର ଅପରାହ୍ନରେ ନର୍ଲା ବ୍ଲକ ଅଧିନ ରୁପ୍ରା ଧାନମଣ୍ଡି ପରିଦର୍ଶନରେ ଆସିଥିଲେ। ସେହିପରି ବିଜେଡିର ଏକ ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ତାଙ୍କ ସହ ଆସିଥିଲେ।…

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ଡାକ୍ତର,୧୨ ଲକ୍ଷ ଟଙ୍କାରୁ ଉର୍ଧ ହରାଇଲେ

Posted on December 19, 2025

ରାୟଗଡା : ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳାଡାକ୍ତର । ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର…

Posts pagination

Previous 1 … 72 73 74 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

November 2026
M T W T F S S
 1
2345678
9101112131415
16171819202122
23242526272829
30  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme