Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୩୬ରୁ ଅଧିକ ବଗି

Posted on October 8, 2025

ରାଜସ୍ଥାନର ଶ୍ରୀମାଧେପୁରର ନ୍ୟୁ ରେଲୱେ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରାକରୁ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ ବଗିଗୁଡିକ ପରସ୍ପର ଉପରେ ମାଡ଼ି ହୋଇପଡିଛି । ଏହି ଘଟଣା…

ବଡ଼ ଦୁର୍ଘଟଣା:ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗି ବିସ୍ଫୋରଣ, ଜଣେ ମୃତ

Posted on October 8, 2025

ଜୟପୁର-ଆଜମେର ରାସ୍ତାରେ ବଡ଼ ଅଘଟଣ। ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗି ବିସ୍ଫୋରଣ। ଫଳରେ ଜଣିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏନେଇ ଯାନବାହନ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ…

ବାଲେଶ୍ୱର ଷ୍ଟେସନରେ ଯୁବତୀଙ୍କୁ ନିସ୍ତୁକ ମାଡ଼,କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ

Posted on October 8, 2025

ବାଲେଶ୍ୱର ରେଲୱେ ଷ୍ଟେସନରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ୨–୩ ଜଣ ଯୁବକ ଘେରି ରହିଥିବା ସମୟରେ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ତାଙ୍କ ପେଟ ଓ ଛାତିକୁ ଗୋଇଠା ମାରୁଛି। ଆକ୍ରମଣରେ ଶିକାର ହେଉଥିବା…

ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର, ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ

Posted on October 8, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍‌ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ…

ରାସ୍ତା କଡରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରୁ ମୃତ୍ୟୁ ସନ୍ଦେହ…

Posted on October 8, 2025

ରାସ୍ତା କଡରେ ହାତୀ ମୃତଦେହ । ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରୁ ହାତୀର ମୃତଦେହ ଠାବ ହୋଇଛି । ରାସ୍ତା କଡ଼ରେ ହାତୀ ମରପଡିଥିବା ଦେଖିବା ପରେ ଗ୍ରାମବାସୀ ରିଆମାଳ ବନବିଭାଗକୁ…

ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Posted on October 8, 2025

ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT…

ନଦୀ ପାର ହେବାବେଳେ ଅଘଟଣ, ପାଣିରେ ଭାସିଗଲେ ଚାଷୀ

Posted on October 8, 2025

ଗଞ୍ଜାମ ଜିଲ୍ଲା ଘୋଡାହାଡ଼ ନଦୀରେ ଅଘଟଣ । ବିଲକୁ ଯିବା ବେଳେ ନଦୀରେ ଭାସିଗଲେ ଯୁବକ । ନଦୀ ପାର ହେଲା ବେଳେ ଗୋଡ଼ ଖସି ଭାସିଗଲେ ନୂଆଗଡ଼ ଗାଁର ଅରକ୍ଷିତ ପ୍ରଧାନ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି…

୯୩ତମ ବାୟୁସେନା ଦିବସ ପାଳନ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Posted on October 8, 2025

ଆଜି ପାଳିତ ହେଉଛି ୯୩ତମ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ୱାର ମେମୋରିଆଲରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟମାନେ। ଏୟାରଫୋର୍ସ ଚିଫ ଏୟାର ମାର୍ଶାଲ ଏପି ସିଂ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ…

କଟକରେ ଫେରିଲା ଶାନ୍ତି, ହଟିଲା କର୍ଫ୍ୟୁ ଓ ଇଣ୍ଟରନେଟ ନିଷେଧ

Posted on October 8, 2025

ଭାଇଚାରାର ସହର କଟକ ଏବେ ପୁଣି ଶାନ୍ତି ଓ ସ୍ବାଭାବିକ ଜୀବନରେ ଫେରିଆସିଛି। ୪୮ ଘଣ୍ଟା ପରେ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବା ସ୍ବାଭାବିକ ହୋଇଯାଇଛି। ସୋସିଆଲ ମିଡିଆ ଉପରୁ ଲାଗିଥିବା ନିଷେଧ ମଧ୍ୟ ହଟାଇ ଦିଆଯାଇଛି। ୫ ତାରିଖ ସଂଧ୍ୟା…

ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର: ଘଟଣାସ୍ଥଳରେ ମା ମୃତ, ପୁଅ ଗୁରୁତର

Posted on October 8, 2025

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର।…

Posts pagination

Previous 1 … 218 219 220 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme