Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ ଯାଏଁ କଳିଙ୍ଗା ଘାଟି ବନ୍ଦ

Posted on September 23, 2025

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୂରାପୂରି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଘଟିଥିବା ଦ୍ବିତୀୟ ଭୂସ୍ଖଳନ ପରେ ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଘାଟିର ସ୍ଥିତିକୁ…

ନିଶା କାରବାରକୁ ନେଇ ପୋଲିସର ରେଡ୍

Posted on September 23, 2025

ସମ୍ବଲପୁର ଜିଲ୍ଲାର ସୁନାପାଲି ଅଞ୍ଚଳରେ ପୋଲିସ ବ୍ୟାପକ ରେଡ୍ କରିଛି । ଅଞ୍ଚଳରେ ନିଶା କାରବାର ବିସ୍ତାର ପାଇଥିବା ସୂଚନା ମିଳିଥିଲାପରେ ସମ୍ବଲପୁର ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଥାନା ମାଧ୍ୟମରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସୁନାପାଲିରୁ ଡ୍ରଗସ୍, ଗଞ୍ଜେଇ ଏବଂ…

ରାତିରେ କଦଳୀ ଖାଉଛନ୍ତି କି?

Posted on September 23, 2025

କଦଳୀ ଏକ ସ୍ବାସ୍ଥ୍ୟକର ଫଳ, ଯାହାକୁ “ପାୱାର୍ହାଉସ୍ ଅଫ୍ ଏନର୍ଜି” ବୋଲି କହାଯାଏ । ଏହା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ଓ ଶରୀରକୁ ଶକ୍ତିଦାୟକ । କଦଳୀରେ ପ୍ରାୟ ୨୫ ପ୍ରତିଶତ ସୁଗାର ଥାଏ, ଯାହା ଶରୀରର ଦୈନିକ ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ…

ପୂର୍ବତନ ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Posted on September 23, 2025

ଭିଜିଲାନ୍ସ ଜାଲରେ ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ତିହିଡ଼ି ବାମନବିନ୍ଧା ସେବା ସମବାୟ ସୋସାଇଟିର ପୂର୍ବତନ ସେକ୍ରେଟାରୀ ସୁଦର୍ଶନ ଖଟୁଆ। ଲକ୍ଷାଧିକ ଟଙ୍କାର ସୋସାଇଟି ଫଣ୍ଡ୍ ଆତ୍ମସାତ୍ କରିବା ଅଭିଯୋଗରେ ବାନ୍ଧିଲା ପୁଲିସ। ସୁଦର୍ଶନଙ୍କ ବିରୋଧରେ ୧୩ ଲକ୍ଷରୁ ଅଧିକ ଟଙ୍କା ହେରଫେର୍…

ପୁରୁଣାକଟକରେ ଚାଲିଛି ରେଡ୍

Posted on September 23, 2025

ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ପୋଲିସଙ୍କ ରେଡ୍ ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ପୁରୁଣାକଟକ ସ୍ଥିତ ଅଠରନଳା ଓ ଜେନାସାହିର କିଛି ଗୋଦାମରେ ଅଚମ୍କା ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ…

ଚିକିତ୍ସା ଅବହେଳାରୁ ଆଖି ବୁଜିଲା ଶିଶୁ

Posted on September 22, 2025

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…

ଖବର କରିବା ପୂର୍ବରୁ ନେବାକୁ ହେବ ଅନୁମତି

Posted on September 22, 2025

ଆମେରିକାର ପ୍ରତିରକ୍ଷା ବିଭାଗ ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମ ଅନୁଯାୟୀ, ପେଣ୍ଟାଗନ(ଆମେରିକା ପ୍ରତିରକ୍ଷା ବିଭାଗ)ର ଖବରକୁ କଭର କରିବାକୁ ଚାହୁଁଥିବା ସାମ୍ବାଦିକମାନଙ୍କୁ ପ୍ରଥମେ ବିଭାଗରୁ ଅନୁମତି ନେବାକୁ ପଡିବ। ଏହାର ଅର୍ଥ ହେଉଛି ସେମାନେ ସାମରିକ ସମ୍ପର୍କିତ…

ବାରିହାପୁର ଗାଁରୁ ନବବଧୂଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୂର୍ତକଙ୍କ ପରିବାର ।

Posted on September 22, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ଖୁଲନ୍ତା ଅବସ୍ଥାରେ ଜଣେ ନବ ବଧୂର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବାରିହାପୁର ଗାଁର ଅନିତା ବାରିକ। ଅନିତା ଆଜକୁ ୮ ମାସ ତଳେ ବୈଦିକ ରୀତିରେ ବାରିହାପୁର ଗାଁର ଶ୍ରୀକାନ୍ତ…

ଖାଦ୍ୟରେ ସାମିଲ କରନ୍ତୁ ଟମାଟୋ

Posted on September 22, 2025

ଟମାଟୋରେ ଅନେକ ଉପକାରୀ ଗୁଣ ରହିଛି। ଆପଣ ଚର୍ବିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ। ଏହା ଶରୀରରେ ଚର୍ବି ପରିମାଣ କମାଇବାରେ କେତେକାଂଶରେ ସାହାଯ୍ୟ କରିଥାଏ ବୋଲି ସିଓଲ ବିଶ୍ୱବିଦ୍ୟାଳୟର…

ମହିଳାଙ୍କ ହାତରେ ଧରା ପଡିଲା ଚୋରା ମଦ ବେପାରୀ!

Posted on August 30, 2025

ଚଣ୍ଡିଖୋଲ, ୨୯/୮(ଜେବିଆର ସମାଚାର) : ଚୋରା ମଦ ବେପାରୀଙ୍କୁ ମହିଳାମାନେ କାବୁ କରି ପୋଲିସ ହସ୍ତାନ୍ତର କରିଥିବା ଘଟଣା ଚଣ୍ଡିଖୋଲରେ ସୃଷ୍ଟି କରିଛି ଚର୍ଚ୍ଚା। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗ୍ରାମର ଜ୍ଞାନରଞ୍ଜନ ବରାଳ (୪୨), ଏକ ବାଇକ୍‌ରେ ୫୦ରୁ ଅଧିକ ବୋତଲ ବିଦେଶୀ…

Posts pagination

Previous 1 … 218 219 220 Next

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme