Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧୀରେ ଧୀରେ ବଢୁଛି ସୁନା ଏବଂ ରୂପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

Posted on October 14, 2025

ଧୀରେ ଧୀରେ ବଢୁଛି ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ…

ଆସିଲା ଦୀପାବଳି କଟକଣା: କେବଳ ୨ ଘଣ୍ଟାରେ ସୀମିତ ରହିବ ବାଣଫୁଟା

Posted on October 14, 2025

ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ…

ଏସିଆନ ଟେବୁଲ ଟେନିସରେ ନିରାଶାଜନକ ଭାବେ ବିଦାୟ ନିଲା ଭାରତ

Posted on October 14, 2025

ଏସିଆନ ଟେବୁଲ ଟେନିସ ମହିଳା ବିଭାଗର କ୍ୱାର୍ଟର ଫାଇନାଲରେ ଭାରତ ଦଳ ନିରାଶ କରିଛି। ସିଙ୍ଗାପୁର ବିପକ୍ଷରେ ରୋମାଞ୍ଚକ ମୁକାବିଲାରେ ଭାରତ ୨-୩ ରେ ପରାଜିତ ହୋଇ ବିଦାୟ ନେଇଛି। ପ୍ରଥମ ମ୍ୟାଚରେ ଭାରତର ତାରକା ଖେଳାଳି ମାନିକା ବାତ୍ରା ଓ ସିଙ୍ଗାପୁରର ତାନ…

ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ, ତିନି ଟ୍ରାକ୍ଟର ଜବତ

Posted on October 14, 2025

ମହଙ୍ଗା ପଡ଼ିଲା ବାଲି ମାଫିଆଙ୍କ ଔଦ୍ଧତ୍ୟ । ବାଲି ଚୋରାଚାଲାଣ ବେଳେ ଚଢାଉ କଲା ମାଇନିଂ ଡିପାର୍ଟମେଣ୍ଟ। ପାଟଣାଗଡ଼ରେ ବେଧଡ଼କ ଚାଲିଥିଲା ବାଲି ଚୋରା ଚାଲାଣ । ଧରିଲା ମାଇନିଂ ଡିପାର୍ଟମେଣ୍ଟ । ତିନି ଟ୍ରାକ୍ଟର ଜବତ କଲା ମାଇନିଂ ଡିପାର୍ଟମେଣ୍ଟ । ବଲାଙ୍ଗିର…

ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମରେ ଗଣ୍ଡଗୋଳ

Posted on October 14, 2025

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚାଲୁଥିବା ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ ହୋଇଛି। ୱେଲକମ୍ ସେରେମୋନି ସମୟରେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର, କଟକ ଏସସିବି ଓ ବ୍ରହ୍ମପୁର ଏମକେସିଜିର ଛାତ୍ରମାନଙ୍କ ମଧ୍ୟରେ ତିବ୍ର ପାଟିତୁଣ୍ଡ ଘଟିଛି। ଠେଲାପେଲା ବେଳେ କିଛି…

ରୂପା ଦରରେ ସର୍ବବୃହତ୍‌ ରେକର୍ଡ: ଦିନକରେ ବଢ଼ିଲା ୭ ହଜାର

Posted on October 14, 2025

ସୁନା ଏବଂ ରୂପା ଦର ବୃଦ୍ଧିରେ ଲାଗୁନାହିଁ ବ୍ରେକ୍‌ । ଉଭୟ  ଧାତୁ ଦର ଏବେ ସାଧାରଣ ଲୋକଙ୍କ ପାଇଁ  ଅପହଞ୍ଚ ସ୍ତରରେ ପହଞ୍ଚିଗଲାଣି । ୧୦ ଗ୍ରାମ ପିଛା ସୁନା ଦର ଲକ୍ଷେ ୨୫ ହଜାର ଟଙ୍କା  ଉପରକୁ ଚାଲିଯାଇଥିବାବେଳେ କିଲୋଗ୍ରାମ  ପିଛା…

ପ୍ୟାକିଂ ବେଳେ ରେଡ୍ ; ୪୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ

Posted on October 14, 2025

   ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲାବଣ୍ୟ ଗଡ଼ ପାହାଡ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ। ସିକ୍ରେଟ୍ ଚାମ୍ଵର କରି ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। କଣ୍ଟେନରରୁ ୪୫ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ। ୨…

ବିଚ୍ ରାସ୍ତାରେ ବୃଦ୍ଧାଙ୍କୁ ମାରିଦେଲା ଭାଲୁ

Posted on October 14, 2025

ପତ୍ର ତୋଳିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ। ଚାଲିଗଲା ବୃଦ୍ଧାଙ୍କ ଜୀବନ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ବୋଲି ଜଣାପଡ଼ିଛି।  ସୂଚନାନୁଯାୟୀ, ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମର…

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ

Posted on October 14, 2025

ରାତି ଅଧରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ। ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ। ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମଙ୍ଗଳବାର…

LOCରେ ଗୁଳିବିନିମୟ: ସେନା ଓ ଆତଙ୍କୀ ମୁହାଁମୁହିଁ

Posted on October 14, 2025

ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ଅନୁପ୍ରବେଶକୁ ରୋକିବାକୁ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗତକାଲି ସନ୍ଧ୍ୟାରେ LOC ନିକଟରେ ସନ୍ଦେହଜନକ ଗତିବିଧି ଦେଖି ସେନା ଫାୟାରିଂ କରିଥିଲା। ମାଚିଲ ଓ ଦୁଦନିଆଲ ଅଞ୍ଚଳରେ ଲୁଚି ରହିଥିବା ଅନୁପ୍ରବେଶକାରୀମାନେ ପାଲଟା ଗୁଳି ଚଳାଇଥିଲେ।…

Posts pagination

Previous 1 … 207 208 209 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme