Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

Posted on October 15, 2025

ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବୁଧବାର…

ଶ୍ୱଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ

Posted on October 15, 2025

ଶ୍ୱଶୁର ଘରେ ପଶି ପରିବାର ଲୋକଙ୍କୁ ବାହାରୁ ଶିକୁଳି ପକାଇଲା । ପରେ ଘରେ ନିଆଁ ଲଗାଇଲା । ଏଭଳି ଅମାନୁଷିକ କାଣ୍ଡ ଭିଆଇ ଫୋରାର ହେଲା ଜ୍ୱାଇଁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ମଙ୍ଗଳପୁର ଗାଁର…

 ଆଠଗଡ଼ ଅଞ୍ଚଳରେ ଏକ ବିଶାଳ ଅଜଗର ଉଦ୍ଧାର

Posted on October 15, 2025

ମଙ୍ଗଳବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି ।  ଆଠଗଡ଼ ଅଞ୍ଚଳର ଖୁଣ୍ଟୁଣୀ ଥାନା ସୀମା ଅନ୍ତର୍ଗତ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ନିକଟରେ ଏହି ବିଶାଳ ସରୀସୃପକୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ,…

ବାଣ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଜାରି; ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

Posted on October 15, 2025

ଦୀପାବଳିରେ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା  । ବାଣର ଶଦ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ବାଣ ଫୁଟାଇବା ସମୟକୁ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

କସମେଟିକ୍‌ ଷ୍ଟୋରରେ ଲାଗିଲା ନିଆଁ, ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ

Posted on October 15, 2025

ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ବୁଧବାର ଭୋରୁ ଲାଗିଲା ନିଆଁ । ଏହି ଆଗ୍ନିକାଣ୍ଡରେ ୩ମହଲା ବିଶିଷ୍ଟ କସମେଟିକ ଷ୍ଟୋରରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି । ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିନେମା…

ନୀତି ବହୁଳ ଦିନରେ ଶ୍ରୀବିଗ୍ରହଙ୍କ ଦିବା ପହୁଡ଼

Posted on October 15, 2025

କାର୍ତ୍ତିକ ମାସର ନୀତି ବହୁଳ ଦିନରେ ମଧ୍ୟ ମହାପ୍ରଭୁଙ୍କ ଦିବାପହୁଡ଼ ସମ୍ଭବ ହୋଇଛି । ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍‌ଣ ସାଢ଼େ ୪ଟାରେ ଶ୍ରୀବିଗ୍ରହଙ୍କ ଦିବାପହୁଡ଼ ହୋଇଥିଲା । ପ୍ରାୟ ୨ ଘଣ୍ଟା ଠାକୁରଙ୍କ ଦର୍ଶନ…

ବର୍ଷା ଛାଡିବା ପରେ ଶୀତ ଅନୁଭୂତ

Posted on October 15, 2025

ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଜାରି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଆସନ୍ତା ୨ ଦିନରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିଯିବାକୁ ପରିବେଶ ଅନୁକୂଳ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, କେବଳ…

53ନମ୍ବର ଏନଏଚ ପାଖ ଗାଡ଼ିଆରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।

Posted on October 14, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର କଇଁବିଲି ଗାଁ ଛକ ନିକଟ ଗାଡ଼ିଆରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହଟି ପ୍ରାୟ ୩ ରୁ ୪ ଦିନର ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକମାନେ…

ଅନୁଗୋଳରେ ହାତୀପଲଙ୍କ ଆତଙ୍କ । ଧାନ ଫସଲ ନଷ୍ଟ, ଗ୍ରାମବାସୀ ଭୟଭୀତ।

Posted on October 14, 2025

ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ନୂଆସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇ ଆସିଥିବା ପ୍ରାୟ ୪୦ରୁ ଅଧିକ ହାତୀ ଏବେ ଧାନ ଫସଲକୁ ଦଳାଚକଟା କରି ଚାଷୀମାନଙ୍କ ଧାନ ବିଲକୁ ନଷ୍ଟ କରୁଛନ୍ତି…

ନିୟୋଜିତ ହେବେ ଅଧିକ ସୁରକ୍ଷାକର୍ମୀ, ବଢ଼ିବ ସର୍ଭିଲାନ୍ସ କ୍ଷମତା

Posted on October 14, 2025

ସରିଲା ଶ୍ରୀମନ୍ଦିର ସବ୍‌ କମିଟି ବୈଠକ।  ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଡ. ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଶ୍ରୀମନ୍ଦିରକୁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବାରଣ କରାଯିବ। କୌଣସି ପୁଲିସ କିମ୍ବା ସେବାୟତ ମନ୍ଦିରକୁ…

Posts pagination

Previous 1 … 206 207 208 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme