ଜୁଆର ମାଡ଼ରେ ଭାଙ୍ଗିଲା ୪ ଟି ଦୋକାନ ଗୃହ ସହିତ ଶୌଚାଳୟ । ଭୟରେ ତଳସାରୀର ମତ୍ସ୍ୟଜୀବୀ, ବ୍ୟବସାୟୀ ଓ ପର୍ଯ୍ୟଟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିର ଥିବା ମତ୍ସ୍ୟବତରଣ କେନ୍ଦ୍ରଟି ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଧସ୍ତବିଧ୍ୱସ୍ତ ହୋଇ…
କମିଲା ପେଟ୍ରୋଲ ଏବଂ ଡିଜେଲ ଦାମ୍ , ଜାଣନ୍ତୁ କେତେ ରହିଛି ଦର?
ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତେବେ ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…
ଓଲଟିଲା କୋବି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟିଲା କୋବି ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍। ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ନଂ ଜାତୀୟ ରାଜପଥ ଡିମିରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, କର୍ଣ୍ଣାଟକରୁ ଏକ ପତ୍ରକୋବି ବୋଝେଇ…
ମିଆଁମାରରେ ସେନାର ବଡ଼ ଆକ୍ରମଣ, ଶିଶୁ ସମେତ ୨୪ ମୃତ, ୫୦ ରୁ ଅଧିକ ଆହତ
ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସୋମବାର ରାତିରେ ଦେଶର କେନ୍ଦ୍ରୀୟ…
ଭାରତକୁ ବଦନାମ କରିବାକୁ ପାକିସ୍ତାନର ମନ ଗଢ଼ା କାହାଣୀ
ଭାରତକୁ ବଦନାମ କରିବାକୁ ମିଛ କାହାଣୀ ରଚିଛି ପାକିସ୍ତାନ । ନିଜ ଦେଶ ଏବଂ ବିଶ୍ୱ ସ୍ତରରେ ମନଗଢ଼ା କାହାଣୀ କହୁଛି । ବୁଧବାର ତେହରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ୧୧ଜଣ ପାକିସ୍ତାନୀ ସେନା ଅଧିକାରୀ ଏବଂ ସୈନିକଙ୍କ ହତ୍ୟାକୁ ଭାରତ ସମର୍ଥନ କରିଥିବା ଅଭିଯୋଗ…
ଶୁଳ୍କ ବିବାଦ ଭିତରେ ଟ୍ରମ୍ପଙ୍କୁ ଚିଠି ଲେଖି ଚେତାବନୀ ଦେଲେ ୧୯ ଆମେରିକୀୟ ସାଂସଦ
ଭାରତ ଉପରେ ଶୁଳ୍କ ଲାଗୁ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିଜ ଦେଶ ଭିତରେ ହିଁ ସମସ୍ୟା ବୃଦ୍ଧି ପାଇଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଙ୍କ ସମେତ ଅନେକ ବ୍ୟୁରୋକ୍ରାଟ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି । ଶୁଳ୍କ…
ଦୀପାବଳିକୁ ସରକାରୀ ଛୁଟି ତାଲିକାରେ ସାମିଲ କରିବ ଆମେରିକା
ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। କାଲିଫର୍ନିଆ ରାଜ୍ୟ ପାଇଁ ଦୀପାବଳି ଏବେ ସରକାରୀ ଛୁଟି ତାଲିକାରେ ସାମିଲ ହୋଇଛି। ମଙ୍ଗଳବାର ଦିନ କାଲିଫର୍ନିଆ ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ଆସେମ୍ବଲି ବିଲ୍ ୨୬୮କୁ ଆଇନରେ ସ୍ୱାକ୍ଷର କରିଛନ୍ତି। ଏହି ଆଇନ ଅନୁଯାୟୀ ଚଳିତ ବର୍ଷଠୁ କାଲିଫର୍ନିଆର…
ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ।
ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା…
ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ…
ସିଂହଦ୍ଵାର ରେ ଶୁଭୁଛି ହବିଷିଆଳିଙ୍କ ହୁଳହୁଳି : ଶ୍ରଦ୍ଧା ଓ ଭକ୍ତିର ସହ ପାଳୁଛନ୍ତି କାର୍ତ୍ତିକ ବ୍ରତ
ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ପୁଣ୍ୟ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷିଆଳିଙ୍କ ଭିଡ଼ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ…
