Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବନ୍ଧାହେଲେ ୪ ଜୁଆଡ଼ି

Posted on October 23, 2025

ରାଉରକେଲା: ଦୀର୍ଘଦିନ ହେଲା ରେଳଷ୍ଟେସନର ଦ୍ବିତୀୟ ପ୍ରବେଶପଥ ପାଖରେ ଜୁଆ ଖେଳୁଥିଲେ। ଶେଷରେ ଏମାନଙ୍କ ଉପରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଆଖେଳରେ ମାତିଥିବାବେଳେ ପୁଲିସ ଅତର୍କିତ ଚଢଉକରି ୪ ଜଣଙ୍କୁ ଗିରଫ କରିଛି। ଏହାସହ ନଗଦ ୨୨ ଶହ ଟଙ୍କା ଓ ତାସ୍‌ ଜବତ ‌ହୋଇଛି। ଗୋପବନ୍ଧୁପାଲିର ରାଜା ଯାଦବ (୨୪), ଫାରୁକ୍‌ ଶେଖ୍‌ (୨୨), କରଣ କୁମାର (୨୦) ଓ ଇନ୍ଦିରାନଗରର ମହମ୍ମଦ ଫାରିଦ୍‌ ଓରଫ୍‌ ରାଜା (୨୯) ଶନିବାର ବିଳମ୍ବିତ ସନ୍ଧ୍ୟାରେ ଜୁଆ ଖେଳୁଥିବାବେଳେ ପୁଲିସ ସମସ୍ତଙ୍କୁ ଗିରଫ କରିଥିଲା। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରାଜା ଯାଦବ ନାଁରେ ମୋଟ୍‌ ୬ଟି ମାମଲା ରହିଛି। କେବଳ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ୫ଟି ଅପରାଧିକ ମାମଲା ଥିବାବେଳେ ରେଳବାଇ ପୁଲିସ ଥାନାରେ ଗୋଟିଏ ମାମଲା ରହିଛି। ସେହିଭଳି ମହମ୍ମଦ ଫାରିଦ ନାଁରେ ଉଦିତନଗର ଥାନାରେ ୨ଟି ମାମଲା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme