Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିଡ଼ ସତ୍ତ୍ଵେ ପାସେଞ୍ଜର୍ ଟ୍ରେନ୍‌ରେ କାହିଁକି ବଗି ସଂଖ୍ୟା ବଢାଉନି ରେଲୱେ, ଜାଣିଛନ୍ତି କି… ?

Posted on November 2, 2025

ଭାରତରେ ସବୁଠୁ ସୁବିଧା, ଶସ୍ତା ଓ ସମୟ ସାପେକ୍ଷ ଯାତ୍ରା ହେଉଛି ରେଳଯାତ୍ରା। ପ୍ରାୟତଃ ଲମ୍ଵା ଯାତ୍ରା ପାଇଁ ଲୋକମାନେ ରେଳଯାତ୍ରାକୁ ପସନ୍ଦ କରୁଛନ୍ତି। ବିଶେଷ କରି ପର୍ବ ପର୍ବାଣୀ ସମୟରେ ରେଳଯାତ୍ରୀଙ୍କ ସଂଖ୍ୟା ବଢିଯାଏ। ପ୍ରବାସୀମାନେ ସେମାନଙ୍କ ଘରକୁ ଫେରନ୍ତି। ଏଥିପାଇଁ ଯାତ୍ରୀବାହୀ…

ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ…..

Posted on November 2, 2025

ଅମାନୁଷିକତାର ସୀମା ଟପିଗଲେ ବସ୍‌ କର୍ମଚାରୀ। ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମଲା କୁକୁରକୁ ବାନ୍ଧି ଘୋଷାରିଲେ। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ୍‌ କାଦକଳା ଗାଁରେ। ଆଜି କାଦକଳାରୁ କେନ୍ଦୁଝର ଯାଉଥିବା ଶୁଭମ୍‌…

ବାଇକ୍ ଦୁର୍ଘଟଣାରେ ଚାଳକ ମୃତ

Posted on November 2, 2025

ପଇଦାଭୂଇଁ ଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଛତ୍ରଙ୍ଗ ଗ୍ରାମର ଅମୁଲ୍ୟ ବେହେରା ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଅମୁଲ୍ୟ ବିଳମ୍ବିତ…

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Posted on November 2, 2025

ଶନିବାର ନିଖୋଜ ହୋଇଥିଲେ ଯୁବକ । ରବିବାର ଉଦ୍ଧାର ହେଲା ମୃତଦେହ । କଟକ ଜିଲ୍ଲା କିଶନନଗର ଥାନା ଅଇନୀପୁର ତାଳଦଣ୍ଡା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରଘୁନାଥପୁର ଅଗ୍ନିଶମ ବାହିନୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ବ୍ୟକ୍ତି ଦିଲୀପ…

ଟ୍ରେନରେ ଯାତ୍ରୀଙ୍କ ଉପରେ ଛୁରାମାଡ଼; ଅନେକ ଆହତ, ୨ ଗିରଫ

Posted on November 2, 2025

ଟ୍ରେନରେ ଯାତ୍ରୀଙ୍କୁ ଛୁରାମାଡ଼ । ଶନିବାର ସନ୍ଧ୍ୟାରେ ୟୁକେର କେମ୍ବ୍ରିଜଶାୟରରେ ଏକ ଟ୍ରେନରେ ଅନେକ ଲୋକଙ୍କୁ ଛୁରୀରେ ଆକ୍ରମଣ ହୋଇଛି । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଟ୍ରେନରେ ଆତଙ୍କ ସୃଷ୍ଟିହୋଇଥିବା ବେଳେ ପୁଲିସ ଖବର ପାଇ…

ଡରାଉଛି ଶିଶୁଙ୍କ ନିଖୋଜ ମାମଲା, ରାଜଧାନୀରେ ୧.୮ ଲକ୍ଷ ଶିଶୁ ନିଖୋଜ

Posted on November 2, 2025

ଶିଶୁଙ୍କ ନିଖୋଜ ହେବା ମାମଲା ଦିଲ୍ଲୀରେ ଖୁବ୍ ଡରାଇବାରେ ଲାଗିଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଗତ ୧୦ ବର୍ଷରେ ରାଷ୍ଟ୍ରୀୟ ରାଜଧାନୀରେ ୧.୮ ଲକ୍ଷରୁ ଅଧିକ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ୫୦ ହଜାରରୁ ଅଧିକଙ୍କର ଏପର୍ଯ୍ୟନ୍ତ କିଛି ପତା ମିଳିପାରିନି। ତଥ୍ୟ…

ଟ୍ରମ୍ପଙ୍କ ନାଁରେ ଆଧାର କାର୍ଡ, ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

Posted on November 2, 2025

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାଁରେ ନକଲି ଆଧାର କାର୍ଡ । ଏନ୍‌ସିପି (ଏସ୍‌ପି) ବିଧାୟକ ରୋହିତ ପାୱାର ଟ୍ରମ୍ପଙ୍କ ନାଁରେ ନକଲି ଆଧାର କାର୍ଡ ପ୍ରସ୍ତୁତି ଏବଂ ନକଲି ଭୋଟରଙ୍କୁ ପଞ୍ଜୀକୃତ କରିବାରେ ଏହାର ଉପଯୋଗ ବିଷୟରେ ଦର୍ଶାଇବା ପରେ ମୁମ୍ବାଇ ପୁଲିସ…

ନଦୀରେ ବୁଡ଼ିଗଲେ ୨ ନାବାଳକ

Posted on November 2, 2025

କ୍ରିକେଟ ବଲ୍‌ ଆଣିବାକୁ ଯାଇ କାଠଯୋଡ଼ି ନଦୀରେ ବୁଡ଼ିଗଲେ ୨ ନାବାଳକ। ନିଖୋଜ ନାବାଳକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍‌ । ନିଖୋଜ ନାବାଳକ ଦ୍ୱୟ ଭଗତପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ରବିବାର ସକାଳେ ୧୦ ରୁ ୧୫ ଜଣ ନାବାଳକ…

ଜଳିଗଲା ଗ୍ୟାସ୍ ବୋଝେଇ ଟ୍ରକ୍

Posted on November 2, 2025

ହୁ ହୁ ହୋଇ ଜଳିଗଲା ଟ୍ରକ । ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା- ବୀରମହାରାଜପୁର ରାସ୍ତା ଜଟେସିଂହା ହରିହରଯୋର ସେତୁ ନିକଟରେ ଘଟିଛି ଅଘଟଣ । ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକଟି ଡିପୋରୁ ମାଲ ନେଇ ବୀରମହାରାଜପୁର…

ଟ୍ରେନ୍ ଧକ୍କାରେ ଗଲା ହାତୀର ଜୀବନ

Posted on November 2, 2025

ବାରିପଦା ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଏକ ବିଶାଳ ଦନ୍ତା ହାତୀର ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ରେଞ୍ଜ ଅଧୀନ ଆଗ୍ରିଆ ଛକରେ ଏଭଳି…

Posts pagination

Previous 1 … 173 174 175 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme