Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ବିଦ୍ୟୁତ ତାର

Posted on November 13, 2025

ରାଜ୍ୟରେ ବିଦ୍ୟୁତଜନିତ ଦୁର୍ଘଟଣା ଅନେକ ସମୟରେ ଘଟୁଥିବାର ନଜିର ରହିଛି । ଗ୍ରାମାଞ୍ଚଳମାନଙ୍କରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର କମ ଉଚ୍ଚତା ଦେଇ ଯାଇଥିବା ବେଳେ ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟ ଉପରେ ବିଦ୍ୟୁତ ତାର ରହିଥିବାର ଦେଖିବାକୁ ମିଳିଥାଏ, ଯାହା ଦ୍ବାରା ଅନେକ…

୧୫ରେ ଆଦିବାସୀ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ

Posted on November 13, 2025

ଧରତୀ ଆବା ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଆସନ୍ତା ୧୫ ତାରିଖରେ ସେକ୍ଟର – ୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ସହିଦ ବୀର ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବ ବିଶାଳ ଆଦିବାସୀ ସମ୍ମିଳନୀ । ଏହି ସମ୍ମିଳନୀରେ ମୁଖ୍ୟ…

ରୋଗୀଙ୍କୁ ମିଳୁନି ଔଷଧ, ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍

Posted on November 13, 2025

ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍ । ତାହା ପୁଣି ସରକାରୀ ଔଷଧ । ସରକାରୀ ଔଷଧ ଏବଂ ସିରପକୁ ନେଇ ଖେଳ ପଡିଆରେ ଫୋପଡ଼ା ଯାଇଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ହାଇସ୍କୁଲ ଖେଳ ପଡିଆରେ । ଖେଳ ପଡିଆର…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Posted on November 13, 2025

ରାସ୍ତା ଖରାପ ଥିବାରୁ ପହଞ୍ଚି ପାରିଲାନି ଆମ୍ଵୁଲାନ୍ସ। ଖଟିଆରେ ବୁହାହେଲେ ରୋଗୀ। ସୁନ୍ଦରଗଡ଼ ସଦର ବ୍ଲକ ବୁଡ ପଞ୍ଚାୟତ ସଲଙ୍ଗା ବୁଡ ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମବାସୀମାନେ ଭୀଷ୍ମପଡ଼ା ଅଞ୍ଚଳର ବୁଦ୍ଧରାମ ମୁଣ୍ଡା ନାମକ ଜଣେ ବୃଦ୍ଧଙ୍କୁ ପ୍ରାୟ ୫୦୦ ମିଟର ଦୂର…

କାର୍ ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ

Posted on November 13, 2025

ଇଟା ଭାଟିରେ କାମ ସାରି ଘରକୁ ଫେରୁଥିଲେ ୪ ସାଙ୍ଗ। ଭାରସାମ୍ୟ ହରାଇ ପୋଖରୀରେ ଓଲଟିଲା କାର୍। ଚାଲିଗଲା ୨ ଜଣଙ୍କ ଜୀବନ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡପାଟଣାର ଗଙ୍ଗାପୁର ଠାରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ…

ଅଟୋ – ବାଇକ୍ ମୁହାଁମୁହିଁ ଧକ୍କା

Posted on November 13, 2025

କଟକ ଜିଲ୍ଲା ବାଙ୍କୀ ସ୍ଥିତ ବରପୁଟ ଜଗନ୍ନାଥ ମନ୍ଦିର ରାସ୍ତାରେ ଦୁର୍ଘଟଣା । ଅଟୋ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ବାଙ୍କୀ ବ୍ଲକ ଜଗନ୍ନାଥପୁର ଗ୍ରାମର ବିପିନ ନାୟକ ଅଟୋରେ…

୧୦ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣକୁ ଗୁରୁତ୍ବ

Posted on November 13, 2025

ଡେରେଜାଙ୍ଗ ଜଳଭଣ୍ଡାରରେ ଜଳକ୍ରୀଡ଼ାର ମଜା ନେବେ ପର୍ଯ୍ୟଟକ। ଦ୍ବିତୀୟ ଚିଲିକାରେ ପ୍ରକୃତି ପର୍ଯ୍ୟଟନ ସହ ଜମିବ ଭୋଜିଭାତର ଆସର। ଏପଟେ ରେଙ୍ଗାଳି ଜଳଭଣ୍ଡାରରେ ବିକଶିତ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ଏମିତି ଯୋଜନା…

ଭୟଙ୍କର ସଡ଼କ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୩୭ ମୃତ

Posted on November 13, 2025

ଦକ୍ଷିଣ ପେରୁରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା । ବୁଧବାର ଦକ୍ଷିଣ ପେରୁରେ ଏକ ଡବଲ୍-ଡେକର ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହୋଇ ଏକ…

ଜେମିନି ଏଆଇ ବ୍ୟବହାର କରି ୟୁଜରଙ୍କ ଡାଟା ଚୋରି ଅଭିଯୋଗ

Posted on November 13, 2025

ଦୁନିଆରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। କିନ୍ତୁ ଗୁଗୁଲ ଏବେ ନିଜର ଏଆଇ ଆସିଷ୍ଟାଣ୍ଟ ‘ଜେମିନି’ ପାଇଁ ବିବାଦରେ ପଡିଛି। ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଟ୍ରାକ୍ କରିବା ନେଇ ଗମ୍ଭୀର ଅଭିଯୋଗ ଲାଗିଛି। କାର୍ଲିଫର୍ଣ୍ଣିଆର ସେନ୍ ଜୋସ୍…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ : ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ନବମ ସ୍ଥାନରେ ଭାରତ

Posted on November 13, 2025

କରାଳ ରୂପ ଦେଖାଉଛି ପ୍ରକୃତି। ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ନବମ ସ୍ଥାନରେ ଭାରତ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ତିନି ଦଶନ୍ଧି ମଧ୍ୟରେ ଯାଇଛି ୮୦ ହଜାରରୁ ଅଧିକ ଜୀବନ। ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନ…

Posts pagination

Previous 1 … 147 148 149 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme