ବଢିଲା ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୦,୭୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…
Category: ଦେଶ ବିଦେଶ
ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି।
ଲଦାଖକୁ ରାଜ୍ୟମାନ୍ୟତା ଦେବା ଦାବି ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ। ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ତାଙ୍କର ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ହେବିୟସ କର୍ପସ ଦାୟର କରିଛନ୍ତି। ସୋନମ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି।…
ରାଜସ୍ଥାନର ଜୟପୁର ସ୍ଥିତ ହସ୍ପିଟାଲରେ ଅଗ୍ନିକାଣ୍ଡ, ଚାଲିଗଲା ୬ଜଣଙ୍କ ଜୀବନ
ରାଜସ୍ଥାନର ଜୟପୁର ସ୍ଥିତ ସ୍ୱାଇ ମାନ ସିଂହ ହସ୍ପିଟାଲର ICU ୱାର୍ଡରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୬ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ଏବଂ ଅଧିକ ୬ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଅଗ୍ନିକାଣ୍ଡ ICU…
ୟୁକ୍ରେନ ଉପରେ ରୁଷର ୫ ଶହ ଡ୍ରୋନ୍ ଏବଂ ୫୦ ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ; ୫ ମୃତ, ଅନେକ ଆହତ…
ରୁଷ୍ କ୍ରମାଗତ ଭାବରେ ରବିବାର ଦିନ ମଧ୍ୟ ଦ୍ୱିତୀୟ ଦିନ ପାଇଁ ରୁଷ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରୁଷ ସେନା ରାତାରାତି ଡ୍ରୋନ୍, କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ କରିଛି । ଏଥିରେ ୫ଶହରୁ ଅଧିକ ଡ୍ରୋନ୍ ଏବଂ ୫୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି । ଏହି ଆକ୍ରମଣରେ ଅତି କମରେ ୫ ଜଣ ସାଧାରଣ…
ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ, ମୃତ୍ୟୁ ସଂଖ୍ୟା ୨୩
ଦାର୍ଜିଲିଂରେ ପ୍ରକୃତି ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । ଭୂସ୍ଖଳନ ଯୋଗୁଁ ରାସ୍ତାକୁ ଧସେଇ ପଡ଼ିଛି ମାଟି ଅତଡ଼ା ଆଉ ସେପଟେ ଲୁହାବ୍ରିଜ ଭାଙ୍ଗିଯାଇଛି । ପ୍ରକୃତିର ଏହି ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…
ବିହାର ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ ଓ ପର୍ଯ୍ୟାୟ!
ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ କମିଶନ ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି ସମ୍ମିଳନୀରେ ନିର୍ବାଚନ ତାରିଖ ସହିତ…
୯ ପିଲାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ; ରାଜ୍ୟରେ କଫ୍ ସିରପ ବିକ୍ରି ବ୍ୟାନ
ଦୁଇବର୍ଷରୁ କମ୍ ବୟସର ପିଲାମାନଙ୍କୁ କଫ୍ ସିରଫ ନ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏହି…
ଦଳାଚକଟା ମାମଲାରେ ବିଜୟଙ୍କୁ ହାଇକୋର୍ଟର ଭର୍ତ୍ସନା
ଟିଭିକେ (ତାମିଲଗା ଭେଟ୍ରି କଝଗମ୍) ମୁଖ୍ୟ ଓ ଅଭିନେତା ବିଜୟ ଥାଲାପତିଙ୍କୁ ମାଡ୍ରାସ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କରୁର ଜିଲ୍ଲାରେ ଦଳୀୟ ସମାବେଶ ସମୟରେ ଘଟିଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମତ ଦେଇଛନ୍ତି। ନ୍ୟାୟାଳୟ କହିଛି,…
ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ, ସୋସିଆଲ ମିଡିଆକୁ କହିଲା ଦେଶର ଶତ୍ରୁ…
ଏକ ସରକାରୀ ବିଜ୍ଞାପନକୁ ନେଇ ଏବେ ପାକିସ୍ତାନରେ ରାଜନୈତିକ ପାରା ଓଲଟପାଲଟ ହୋଇଛି । କାରଣ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ଅଧା ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଛି, ଯେଉଁଥିରେ ସାମ୍ବାଦିକ, ଫ୍ରିଲାନ୍ସର, ଏନଜିଓ କର୍ମୀ ଏବଂ ନାଗରିକ ସମାଜର ବ୍ୟକ୍ତିବିଶେଷଙ୍କୁ “ଶତ୍ରୁ ପ୍ରଚାର”…
ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର, ଟ୍ରମ୍ପଙ୍କୁ ମିଳିବ ତ ?…
ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରତୀକ୍ଷିତ ନୋବେଲ ପୁରସ୍କାର ଆସନ୍ତା ସପ୍ତାହରେ ଘୋଷଣା ହେବାକୁ ଯାଉଛି । ଏହି ପୁରସ୍କାର ଗୁଡ଼ିକ ଚିକିତ୍ସା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଅର୍ଥନୀତି ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଇଥାଏ ।…
