Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ….

Posted on January 9, 2026

ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ…

ଆମେରିକାକୁ ତୈଳ ବିକ୍ରି କରିବ ଭେନେଜୁଏଲା

Posted on January 7, 2026

ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର କବ୍‌ଜା କଲା ଆମେରିକା । ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍ ଓ ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ଆମେରିକା ରାଷ୍ଟ୍ରରତି ଡୋନାଲ଼୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦାବି କରିଛନ୍ତି କି, ଭେନେଜୁଏଲା ଅନ୍ତରୀଣ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଇକୁ ଖସିଲା ଜିପ୍, ଛଅ ମୃତ

Posted on January 6, 2026

ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ…

ଭାରତ ଉପରେ ବଢିବ କି ଟାରିଫ୍ ?

Posted on January 5, 2026

ଭାରତ ଉପରେ ବଢିବ କି ଟାରିଫ୍ ? ପ୍ରଥମ ୨୫ ପ୍ରତିଶତ ଲଗାଇଲେ । ମନ ବୁଝିଲାନି ଆହୁରି ୨୫% ବଢାଇ ମୋଟ୍ ଶୁଳ୍କକୁ ୫୦ ପ୍ରତିଶତ କଲେ । ଏ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଲା । ଯାହା ଫଳରେ…

କୋଇଲା ଖଣି ସର୍ଭେ କାର୍ଯ୍ୟକୁ ନେଇ ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁମୁହିଁ

Posted on January 2, 2026

ତାଳଚେର : ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍‌ସିଏଲ୍‌ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଆଜି ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମର ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି କାର୍ଯ୍ୟ ସର୍ଭେକୁ ନେଇ…

ବ୍ୟାନ୍ ହେଲା ସୋସିଆଲ ମିଡିଆ, ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ

Posted on January 2, 2026

ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ। ଅର୍ଥାତ୍ ୧୫ ବର୍ଷରୁ କମ୍‌ ବୟସର ପିଲାମାନେ ଫେସବୁକ୍‌, ଟୁଇଟର,ହ୍ୱାଟସ୍‌ଆପ୍‌, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ…

ବନ୍ଦ ହୋଇଯିବ ନାସାର ସବୁଠୁ ବଡ଼ ଲାଇବ୍ରେରୀ

Posted on January 2, 2026

ମେରିଲ୍ୟାଣ୍ଡର ଗ୍ରୀନ୍‌ବେଲ୍ଟରେ ଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସର୍ବବୃହତ ପାଠାଗାର ଶୁକ୍ରବାରଠାରୁ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ୧୯୫୯ ମସିହାରେ ସ୍ଥାପିତ ଏହି ପାଠାଗାର ବୈଶ୍ୱିକ ସ୍ପେସ୍ ଏଜେନ୍ସିର ଏକ ବଡ଼ ଗବେଷଣା କେନ୍ଦ୍ର । ଏଥିରେ ୧ ଲକ୍ଷରୁ…

୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ

Posted on December 31, 2025

ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ…

ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କ, ୧୪୮ ଫ୍ଲାଇଟ୍ ବାତିଲ , ଟ୍ରେନ୍ ବି ବିଳମ୍ୱିତ

Posted on December 31, 2025

ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି, ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ…

ଅଧାରେ ରହିଲା ନବଦମ୍ପତିଙ୍କ ହନିମୁନ୍,କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Posted on December 29, 2025

ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା…

Posts pagination

Previous 1 2 3 4 … 47 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme