ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ଆଠମଲ୍ଲିକ ଥାନା ନୂଆଗଡ଼ ଗ୍ରାମର ପ୍ରଦୀପ ନାୟକ । ଘଟଣାରୁ ଜଣାପଡ଼ିଛି ଯେ, ପ୍ରଦୀପ କୌଣସି କାମରେ…
Category: ରାଜ୍ୟ
ଟ୍ରକ୍ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ
ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ବୁଡୁଣି ଛକ ରାଜ୍ୟ ରାଜପଥରେ ଟ୍ରକ ଓଲଟିଯିବା ଫଳରେ ଚାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଚାଳକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର। ଏକ ଲୁହା ବୋଝେଇ ଟ୍ରକ୍ ବିଶାଖାପାଟଣାରୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା।…
ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି, ୫ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ…
ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ; TPCODL ବିରୋଧରେ ଜନତାର କ୍ରୋଧ
TPCODLର ମନମୁଖୀ କାର୍ଯ୍ୟ, ଉଚ୍ଚ ବିଦ୍ୟୁତ ବିଲ ଓ ସ୍ମାର୍ଟ ମିଟର ବିରୋଧରେ ଢେଙ୍କାନାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବା ଏହି ବନ୍ଦକୁ ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଡାକରା ଦେଇଛି।…
କୋରାପୁଟରେ ଭାଲୁ ଆତଙ୍କ, ସ୍ଥାନୀୟ ଲୋକେ ହେଉଛନ୍ତି ଭୟଭୀତ
କୋରାପୁଟରେ ଭାଲୁ ଭୟ । କୋରାପୁଟ କୁନ୍ଦୁରାରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛନ୍ତି ଭାଲୁ । କେତେବେଳେ ଦୁଇ ଟିକିଆ ଭାଲୁ ତ ଆଉ କେତେବେଳେ ୩ ଟିକିଆ ଭାଲୁ ଆସୁଥିବା ଦେଖି ଆତଙ୍କୀତ ଅବସ୍ଥାରେ ଅଞ୍ଚଳବାସୀ ।…
୫.୮ ଡିଗ୍ରୀକୁ ଖସିଲା ପାରଦ, ୧୨ ଡିଗ୍ରୀ ତଳେ ୧୩ ସହର
ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ…
ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର ।
ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର । ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ ।ପଞ୍ଚମ ଝିଅ ଜନ୍ମ ପରେ ସ୍ୱାମୀ ଆକ୍ରୋଶର ଶିକାର ହେଲା ମା, ମାଡ଼…
ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା,୯ ମୃତ
ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିୟରରେ ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜାମ୍ମୁ ଓ କାଶ୍ମୀରର ବଡଗାମରେ ଟ୍ରକ…
ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼
ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ ଦୋକାନ କରିଛନ୍ତି ।…
ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅର୍ନ୍ତଗତ ଲାଠିକଟା ବ୍ଲକ ଏରଗେଡା ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗା କୁଜୁର। ସୂଚନା ମୁତାବକ, ମାଙ୍ଗା କୁଜୁର ରବିବାର ସକାଳ ୭ଟାରେ ଶୌଚ ଲାଗି…
