ମନ୍ଦିର ତାଲା ଭାଙ୍ଗି ଚୋରି । ଦାନ ବାକ୍ସ ଭାଙ୍ଗିବା ସହ ଅଳଙ୍କାର, ଘଣ୍ଟ ଆଦି ସାମଗ୍ରୀ ଚୋରୀ କରିନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ତ୍ରିଶୂଳିଆ ଛକ ନିକଟସ୍ଥ ରାମେଶ୍ବର ମହାଦେବ ମନ୍ଦିରରୁ ବିଳମ୍ବିତ ରାତିରେ ହୋଇଛି ଚୋରି । ସକାଳୁ ମନ୍ଦିର ପୂଜକ…
Category: ରାଜ୍ୟ
ଛାତିଥରା ସଡ଼କ ଦୁର୍ଘଟଣା, ସିସିଟିଭିରେ କଏଦ ମୃତ୍ୟୁର ଲାଇଭ ଦୃଶ୍ୟ ।
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ନିକଟରେ ଦେଖିବାକୁ ମିଳିଛି ଛାତିଥରା ସଡ଼କ ଦୁର୍ଘଟଣା। ଯାହାର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ କେତେ ହୃଦୟ ବିଦାରକ ଥିଲା ସେ ସମୟର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ…
ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁ ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କନ୍ତୋର ଗାଁର ବସନ୍ତ ବିଶ୍ୱାଳ। ବସନ୍ତ ଘର ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନାଳରେ…
କେନାଲରୁ ଉଦ୍ଧାର ହେଲା ଏକ ମାସର ମାଈ ହାତୀ ଶାବକ
କେନାଲରୁ ଉଦ୍ଧାର ହେଲା ହାତୀ ଶାବକ, ଢେଙ୍କାନାଳ ଜିଲ୍ଲାର ଆଠମଲ୍ଲିକ ରେଞ୍ଜରେ ଏକ ଛୁଆ ହାତୀ ମା’ ଛଡ଼ା ହୋଇ ଅସୁରକ୍ଷିତ ଅବସ୍ଥାରେ ମିଳିଥିବା କଥା ଜଣାପଡିଛି। ଡ଼ିଏଫଓଙ୍କ ସୂଚନା ଅନୁସାରେ, ତୁରନ୍ତ ପ୍ରାଣୀ ଉଦ୍ଧାର କରି ସୁରକ୍ଷିତ ଭାବେ ବନଖଣ୍ଡ କପିଳାସ ହାତୀ…
ଭାଲୁ ଆକ୍ରମଣ ରେ ମହିଳା ଚାଷୀ ଗୁରୁତର, ଅବସ୍ଥା ସଙ୍କଟାପର୍ନ…
ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ପୋଡାଗଡ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ହେଲେ ସେହି ଗାଁର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ , ସୁଭଦ୍ରା ଧାନ ବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ…
ହଂସରାଳୀ ପରିବାର ଉଦ୍ଧାର। କପିଳାସ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରୁ ୧୧ ଗୋଟି ହଂସରାଳୀ ପକ୍ଷୀକୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ପକ୍ଷୀଙ୍କ ମଧ୍ୟରେ ୧୦ ଗୋଟି ଶିଶୁ ଶାବକ ରହିଛନ୍ତି। କାନପୁରା ଗାଁର ପ୍ରସାଦ କୁମାର ରାଉତଙ୍କ ଘରକୁ ହଂସରାଳୀ ପକ୍ଷୀ ଗୁଡିକ…
ଫୁଲୁଛି ମହାନଦୀ; ବଢୁଛି ନଦୀରେ ଜଳସ୍ତର
ଲଗାଣ ବର୍ଷା ଯୋଗୁଁ କିଛି ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉ ନାହିଁ । ରାଜ୍ଯରେ ଏବେ ବନ୍ୟା ପରିସ୍ଥିତି ନାହିଁ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢ଼ିବା ସମ୍ଭାବନା…
ଧରାପଡ଼ିଲେ ଦୁଇ ଗଞ୍ଜେଇ ଚାଲାଣକାରୀ; କାର୍ ସହ ଗଞ୍ଜେଇ ଜବତ
କାର୍ରେ ଚାଲାଣ ହେଇଥିଲା ଗଞ୍ଜେଇ । ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଦୁଇ ଚାଲାଣକାରୀ । ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କଲା ଟାଙ୍ଗି ପୁଲିସ । କଟକ ଜିଲ୍ଲା ଟାଙ୍ଗି ଥାନା ମଙ୍ଗୁଳି ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଟାଙ୍ଗି ଥାନା ଅଧିକାରୀ ଶିବ…
୧୭୦୦ କୋଟି ରେଳ ପ୍ରକଳ୍ପ ସହ, ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ମୋଦି
ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ଭିଡିଓ…
୬୦ ହଜାର କୋଟିର ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ
ଝାରସୁଗୁଡା ବିମାନବନ୍ଦରରେ ବିଶେଷ ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଥିଲେ। ପାରମ୍ପରିକ ନାଚ-ଗୀତ ସହିତ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ କରାଯାଇଥିଲା। ବିମାନବନ୍ଦରରୁ ରୋଡ୍ଶୋ ମାଧ୍ୟମରେ ସେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି।…

