ଅନୁଗୁଳ ଜିଲ୍ଲା ଜେରେଙ୍ଗ ଦେହୁରୀସାହି ନିକଟରେ ଥିବା ଜାତୀୟ ରାଜପଥ-୫୫ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବାରୁ ଅତି କମରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗାଡିରେ ଥିଲେ ୫୦ ଜଣ ଯାତ୍ରୀ…
Category: ରାଜ୍ୟ
ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା
ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୁଲିସ। ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ…
ସୃଷ୍ଟି ହେଲା ବାତ୍ୟା ‘ସେନୟାର’, ପୂର୍ବାହ୍ନରେ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ସେନୟାର’। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା। ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ଆଜି ପୂର୍ବାହ୍ନରେ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। …
୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ, ଭିଜିଲାନ୍ସ ହାତରେ ଏଆରଆଇ ବାବୁ
ଭିଜିଲାନ୍ସ ହାତରେ ଏଆରଆଇ ବାବୁ ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରା ଘର ବାରିପଟ୍ଟା କରାଇଦେବା ନାଁରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆବେଦନକାରୀଙ୍କୁ ସୁହାଇଲା…
ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ, ମହାପ୍ରଭୁଙ୍କ ହେବ ‘ଘୋଡ଼ ଲାଗି’ ନୀତି
ବୁଧବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବାପାଇଁ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ହେବ । ଠାକୁରେ ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଏହି ଘୋଡ଼ ପ୍ରସ୍ତୁତି…
କଙ୍କିଳି ଗାଁ ନିକଟ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା
ତାଳଚେର କଙ୍କିଳି ଗାଁ ନିକଟ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା। ମୃତକ ଜଣକ ହେଲେ କଟନାଳି ଗ୍ରାମର ବାସନ୍ତୀ ଖଟୁଆ ।ସୂଚନା ଅନୁସାରେ ବାସନ୍ତି ଆଜି ନିଜର ଛେଳି ଚରାଇବାକୁ କଙ୍କିଳି ଗ୍ରାମ ଜଙ୍ଗଲକୁ ଆସିଥିଲେ।…
ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ
ଅନୁଗୋଳ ଟାଉନ ପୁଲିସକୁ ସଫଳତା । ମଙ୍ଗଳବାର ସକାଳୁ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ । ସୂଚନା ଅନୁଯାୟୀ, ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି…
ବ୍ରାହ୍ମଣୀ ନଦୀରେ ଭାସିଯାଇ ବୃଦ୍ଧା ନିଖୋଜ।
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟସାହି ଗାଁ ପାଖ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବୃଦ୍ଧା ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧା ଜଣଙ୍କ କନ୍ତିଓପୁଟସାହି ଗାଁର ସୁଲୋଚନା ସାହୁ। ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଭାସି ଯାଇଥିଲେ। ଖବର ପାଇ କାମାକ୍ଷାନଗର…
କେନାଲରୁ ମିଳିଲା ମଣିଷ ଖପୁରୀ
କାହାର ଏ ଖପୁରୀ ? ବସ୍ତା ଭିତରେ ଖପୁରୀ ପୁରାଇ କିଏ ଫୋପାଡ଼ିଥିଲା କେନାଲ ଭିତରେ । ଗଗୁଆ ନିକଟ କେନାଲରୁ ଦୁଇଟି ମଣିଷ ଖପୁରୀ ଉଦ୍ଧାର ପରେ ଚାରିଆଡ଼େ ଖେଳିଯାଇଛି ଚାଞ୍ଚଲ୍ୟ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ଖପୁରୀକୁ ଜବତ…
କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ ।
କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଓ କିଛି ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଗାଈ ଗୁହାଳକୁ ଯାଇ ଯାଞ୍ଚ କରିଛି ଟିମ୍ ।…

