Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଧାରଣା: ନିୟମିତକରଣ ଦାବିରେ ଆନ୍ଦୋଳନ ତୀବ୍ର

Posted on December 10, 2025

ନିୟମିତକରଣ ଦାବିକୁ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ଆଜିଠାରୁ ସଂଘ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛି। ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ପ୍ରାଥମିକ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…

ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

Posted on December 10, 2025

ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିଲକ୍କୀ ସୁଗା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି IED ବିସ୍ଫୋରକ ବିଛାଇଥିଲେ ମାଓବାଦୀ । କିନ୍ତୁ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ୍…

ବ୍ରହ୍ମପୁରରେ ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି, ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର

Posted on December 10, 2025

ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର । ୮ ଦଫା ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଆମରଣ ଅନଶନ କରୁଛନ୍ତି ଛାତ୍ରଛାତ୍ରୀ । ବ୍ରହ୍ମପୁର ବିଜୁ ପଟ୍ଟନାୟକ…

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ୨୩କୁ ଘୁଞ୍ଚିଲା ପରୀକ୍ଷା 

Posted on December 10, 2025

ଆସନ୍ତା ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଗତ ୩ ତାରିଖରେ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମାର୍ଚ୍ଚ ୧୧ରେ ଥିବା କଳା, ବିଜ୍ଞାନ, ବାଣିଜ୍ୟର…

ଆଜିଠୁ ଯୁକ୍ତ ଦୁଇ ଆବେଦନ, ଡ୍ରପ୍‌ ଆଉଟ୍‌ ପିଲାଙ୍କ ପାଇଁ ନାମଲେଖା ସୁଯୋଗ

Posted on December 10, 2025

ଅଧାରୁ ପାଠପଢ଼ା ଛାଡ଼ି ରହିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯୋଜନା । ଏକାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ପିଲାଙ୍କୁ ସୁଯୋଗ ପ୍ରଦାନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ । ବୁଧବାରଠୁ…

ଆହୁରି ବଢ଼ିବ ଥଣ୍ଡା, ରାତିରେ ଖସିବ ପାରଦ

Posted on December 10, 2025

ବୁଧବାରଠାରୁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । କିଛି ସ୍ଥାନରେ ରାତି ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ । ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିପାରେ । ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ…

ପୋଲ ତଳକୁ ଖସିଲା ବାଇକ୍, ଚାଲିଗଲା ୨ ଜୀବନ

Posted on December 9, 2025

ପୋଲ ତଳକୁ ଖସିଲା ବାଇକ୍। ଚାଲିଗଲା ୨ ଜୀବନ। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ସୋମବାର ବିଳମ୍ଵିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଧଝୋଲା ଗ୍ରାମର ଫକିର ନାୟକ ଏବଂ ରାଜେନ୍ଦ୍ର ନାୟକ।  ସୂଚନାନୁଯାୟୀ, ଫକିର ଏବଂ…

ତାଲାଭାଙ୍ଗି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

Posted on December 9, 2025

ଲିହୁରୀ ଗୋପୀନାଥ ମନ୍ଦିରରେ ଚୋରି। ତାଲା ଭାଙ୍ଗି ଚୋରି କରିନେଲେ ଠାକୁରଙ୍କ ଅଳଙ୍କାର। ତଦନ୍ତ କରୁଛି ଆନ୍ଧ୍ର ପୁଲିସ। ସୂଚନା ଅନୁଯାୟୀ, ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ପ୍ରଶିଦ୍ଧ ଲିହୁରୀ ଗୋପୀନାଥ ମନ୍ଦିରରେ ଗତକାଲି ରାତିରେ ବଡ ଧରଣର ଚୋରି ହୋଇଛି । ଦୁର୍ବୃତ୍ତ…

ବାଲି ଚାଲାଣ ବେଳେ ଚଢାଉ, ୭ ଟ୍ରାକ୍ଟର ଜବତ

Posted on December 9, 2025

ବେଆଇନ ବାଲି ପରିବହନ ବେଳେ ମହାନଦୀ ବାଲିଘାଟରୁ ୭ ଟ୍ରାକ୍ଟର ଜବତ। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟରୁ ଏହି ସବୁ ଟ୍ରାକ୍ଟର ଜବତ ହୋଇଛି।  ସୂଚନାନୁଯାୟୀ, ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟ ନିଲାମ ହୋଇନଥିବା…

ଡ୍ରେନରେ ପଡି ଚାଲିଗଲା ଜୀବନ

Posted on December 9, 2025

ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ। ଦଶପଲ୍ଲା ଏନଏସି ଅନ୍ତର୍ଗତ ସାଇ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାନୁଯାୟୀ, କୃଷ୍ଣଚନ୍ଦ୍ର ପାଟଣା ଗ୍ରାମର ରବି ନାହାକ…

Posts pagination

Previous 1 … 68 69 70 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme