Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

କୋଣାର୍କରେ ଆଜି ମାଗଣା ପ୍ରବେଶ, ଶାମ୍ବ ଦଶମୀ ପାଇଁ ଏଣ୍ଟ୍ରି ଫି ଛାଡ଼

Posted on December 30, 2025

ବିଶ୍ଵ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଆଜି ମାଗଣା ପ୍ରବେଶ। ପବିତ୍ର ଶାମ୍ବଦଶମୀ ଅବସରରେ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁକ୍ଳ ଛାଡ଼ କରାଯାଇଛି। ଗୋଟିଏ ଦିନ ପାଇଁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଫି ଛାଡ଼ କରାଯାଇଛି। ଫଳରେ ଆଜି କୋଣାର୍କ ପ୍ରବଳ ଭିଡ଼ ଜମିବ ବୋଲି ଆଶା…

ଜାଡ଼ରେ ଥରହର ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୫ ସ୍ଥାନର ପାରଦ

Posted on December 30, 2025

ଦେହ, ହାତ କାଲୁଆ କରି ପକାଉଥିଲା । ପଦାକୁ ବାହାରିଲେ ଥରାଇ ଦେଉଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ ହେଉଥିଲା । ନୂଆବର୍ଷରେ ବି ଶୀତ ଅସହ୍ୟ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ରବିବାର ୧୫ସ୍ଥାନର…

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକକାଳୀନ ୪ଟି ସ୍ଥାନରେ ରେଡ୍

Posted on December 30, 2025

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଓ ପୁଳାପୁଳା ସୁନା । ରେଡ୍ ବେଳେ ଟଙ୍କା ଓ ସୁନା ଦେଖି ଭିଜିଲାନ୍ସ ଟେରା । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍। ଆୟ…

ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ PEO, ୬ଟି ସ୍ଥାନରେ ଚଢାଉ

Posted on December 30, 2025

ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ PEO । ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନା । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । କେନ୍ଦୁଝର ଓ ବାଲେଶ୍ୱରର…

ଟାଉନ ଥାନାର ଦ୍ୱାରସ୍ଥ ହେଲେ ଦୁଇ କିନ୍ନର ଗୋଷ୍ଠୀ…

Posted on December 30, 2025

ଭଦ୍ରକ ଚରମ୍ପା ଡଗରା ସାହି ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମୁଁହାମୁହିଁ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ କିନ୍ନର ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଆହତମାନେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଟାଉନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଆହତ…

ପଦ୍ମପୋଖରୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଖଳା…

Posted on December 29, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଖଳା। କେହି ଦୁର୍ବୁତ୍ତ ଗାଁର ସତ୍ୟବାଦୀ ବେହେରା ଓ ଗତିକୃଷ୍ଣ ବେହେରାଙ୍କ ଧାନ ଖଳାରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବରୁ ରକ୍ଷା ପାଇଁ…

ତିନି ଅନାଥ ଶିଶୁଙ୍କୁ କିଏ ହେବ ସାହା…

Posted on December 29, 2025

ଅଜଣା ରୋଗରେ ବାପା ଆରପାରିରେ। ବାପା ମରିବାର କିଛିଦିନ ପରେ ଜନ୍ମକଲା ମାଆ ଅନ୍ୟତ୍ର ଚାଲିଗଲେ। ଏବେ ତିନି ତିନିଜଣ ଶିଶୁ ପୁରା ଅନାଥ। ବଡଝିଅ କାନ୍ଧରେ ଦୁଇ ଭାଇଭଉଣିଙ୍କ ବୋଝ। ଦୁଇ ଭାଇଭଉଣିଙ୍କ ଶେବା କରିବା ସହ ଘରକାମ କରୁଛନ୍ତି। ଓଳିଏ ଖାଇଲେ…

ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର, ଚାରି ଦୁର୍ବୃତ୍ତ ଘର ଭିତରେ ପଶି…

Posted on December 29, 2025

ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର । ଚାରି ଦୁର୍ବୃତ୍ତ ଘର ଭିତରେ ପଶି ଚୋରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟ ପାଞ୍ଚ ଜଣ ଦୃବୃତ୍ତ ଚୋରି କରିବାକୁ ଆସିଥିବା ବେଳେ ଚାରିଜଣ ଦୃବୃତ୍ତ ଘର ଭିତରେ ଚୋରି କରୁଥିବା…

ଖୋଲିଲା ଶିଖରଚଣ୍ଡୀ ପୀଠ, ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା

Posted on December 29, 2025

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା । ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି । ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ ଉପରେ ଆଡ୍ଡା ଜମାଇଥିଲେ ଦୁଇ…

SI ପରୀକ୍ଷା ସ୍କାମ୍: ଚାର୍ଜସିଟ୍ ଦାଖଲ କଲା CBI

Posted on December 29, 2025

ପୋଲିସ ଏସଆଇ କେଳେଙ୍କାରୀ ମମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ CBI । ଶଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ…

Posts pagination

Previous 1 … 35 36 37 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme