Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖୋଲିଲା ଶିଖରଚଣ୍ଡୀ ପୀଠ, ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା

Posted on December 29, 2025

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା । ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି । ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ ଉପରେ ଆଡ୍ଡା ଜମାଇଥିଲେ ଦୁଇ ଟସ୍କର ବା ବଡ଼ ଦନ୍ତାହାତୀ । ହାତୀ ଦୁଇଟି ପୁଣି ଭରତପୁର ରିଜର୍ଭ ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ହାତୀ ଦୁଇଟି ଫେରିଗଲା ପରେ ଆଜି ପୁଣି ଫାଟକ ଖୋଲାଗଲା । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme