ଚଳିତ ବର୍ଷ ୩ଟି ସୁପରମୁନ୍ ଓ ମାଇକ୍ରୋମୁନ୍ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହି ମହାଜାଗତିକ ସୁପରମୁନ୍ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି । ଯାହାକୁ ଖାଲି ଆଖିରେ ରାତି ସାରା ଦେଖାଯାଇ ପାରିବ । ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ଭାଷାରେ ଯଦି…
Category: ରାଜ୍ୟ
ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ନୀତି, ଶ୍ରୀବିଗ୍ରହଙ୍କ ସୁନାବେଶ
ଆଜି ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଏହି ପବିତ୍ର ତିଥିରେ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିର ପରମ୍ପରା…
କମିବ ଶୀତ ଲହରୀ, ଆସନ୍ତା ୧୦ରୁ ୧୩ ଯାଏ କାଁ ଭାଁ ବର୍ଷା ଆଶଙ୍କା
ମାଡ଼ି ଆସିବ ଭୀଷଣ କୁହୁଡ଼ି । ଅତି ଘନ କୁହୁଡ଼ିର ବହଳ ଆସ୍ତରଣ ଆକାଶକୁ ଘୋଡ଼ାଇ ଦେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିପାରେ । ଏ ସମୟରେ ଯାତାୟାତ କରିବା ମୁସ୍କିଲ ହୋଇଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି…
କୋଇଲା ଖଣି ସର୍ଭେ କାର୍ଯ୍ୟକୁ ନେଇ ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁମୁହିଁ
ତାଳଚେର : ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍ସିଏଲ୍ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଆଜି ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମର ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି କାର୍ଯ୍ୟ ସର୍ଭେକୁ ନେଇ…
ସର୍ଭେ କାର୍ଯ୍ୟକୁ ନେଇ ଗାଁରେ ଛକାପଞ୍ଝା
ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍ସିଏଲ୍ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ନେଇ ଗ୍ରାମର ସପକ୍ଷବାଦି ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ସପକ୍ଷ ବାଦୀ ପକ୍ଷରୁ ସର୍ଭେ କାର୍ଯ୍ୟ କରିବାକୁ ଦାବି…
ପାରିବାରିକ କଳହର କରୁଣ ପରିଣତି, ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା
ପାରିବାରିକ କଳହର କରୁଣ ପରିଣତି । ବେକରେ ଲୁଗା ଦେଇ ଝୁଲିପଡିଲେ ମହିଳା । ମୃତକ ମମତା ସ୍ବାଇଁ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଗରୁଡବନ୍ଦି ଗ୍ରାମରେ । ଗ୍ରାମର ଲଲାଟ ସ୍ବାଇଁ ଆଠ ବର୍ଷ ପୂର୍ବେ ଅଁଳାଝରି ଗ୍ରାମର…
ବଡଦାଣ୍ଡରେ ଦୁର୍ଘଟଣା, ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ, ଜଣେ ମୃତ
ପୁରୀ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ । ଦୁର୍ଘଟଣାରେ ସ୍କୁଟିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ…
ମାଡ଼ିଚାଲିଛି ପ୍ରଦୂଷଣ ବିଷ, ୫ ସହରରେ ଏକ୍ୟୁଆଇ ୩୦୦ ପାର୍
ରାଜ୍ୟରେ ପ୍ରଦୂଷଣ ବିଷ ମାଡ଼ିଚାଲିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଯେମିତି ଜମାଟବାନ୍ଧି ଦେଇଛି । ୮ଟି ସହରରେ ପ୍ରଦୂଷଣ ସ୍ତର ଚିନ୍ତାଜନକ । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଛି । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ, ଗତ…
ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍,୧୫ ତାରିଖ ଯାଏ ଚାଲିବ ପରୀକ୍ଷା
ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନରେ ଫର୍ମ ପୂରଣ…
କାଲୁଆ କରିବ ଜାଡ଼, ପିଛା ଛାଡ଼ିବନି ଘନ କୁହୁଡ଼ି
ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ…
