ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର ଅର୍ଜୁନ କିଷାନଙ୍କ ୧୦…
Category: ରାଜ୍ୟ
ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା, ଦୁର୍ବୃତ୍ତ ଫେରାର….
ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରହ୍ମପୁରରେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମୟରେ ତାଙ୍କ ଘର ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରି ଫେରାର ହୋଇଥିଲେ ଦୁର୍ବୃତ୍ତ ।…
କଟକରେ ହଟିଲା କର୍ଫ୍ୟୁ, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ମୁତୟନ
କଟକରେ ହଟିଲା କର୍ଫ୍ୟୁ । ପୋଲିସ କମିଶନର ଏସ୍ .ଦେବଦତ୍ତ ସିଂହଙ୍କ ସୂଚନା । ସହର ଉପରେ କଡ଼ା ନଜର ରହିଛି । ଫୋର୍ସ ପ୍ରତ୍ୟାହାର କରାଯାଇନି । ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜାରି ରହିବ । କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନି…
ବସରେ ପଶି ଯାତ୍ରୀଙ୍କୁ ଆକ୍ରମଣ, ଦୁର୍ବୃତ୍ତ ଫେରାର
କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଏକ ଧାରୁଆ ଅସ୍ତ୍ର ବ୍ୟବହାର କରିଥିଲେ, ଯାତ୍ରୀମାନେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଘଟଣାରେ ଗୁରୁତର ଅବସ୍ଥାରେ ଅନେକ ଯାତ୍ରୀ ଆହତ…
ପର୍ଯ୍ୟଟକଙ୍କୁ ଖସଡ଼ା ଜଳପ୍ରପାତକୁ ମନା…
ଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା । ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଖସଡ଼ା ଜଳପ୍ରପାତରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳପ୍ରପାତଟି ଏବେ ବିପଦପୂର୍ଣ୍ଣ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଟ କରାଯାଇଛି । ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି…
ଗାଈ ଚରାଇବା ବେଳେ ବିନ୍ଧିଲେ ମହୁମାଛି, ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଗାଈ ଚରାଇବା ବେଳେ ବିନ୍ଧିଲେ ମହୁମାଛି। ଜଣେ ମୃତ ଅନ୍ୟ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଧରଣୀଧର ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁର ଦୁଇ…
ବକେୟା ମାଗିବାରୁ ମିସ୍ତ୍ରିକୁ ଶାବଳରେ ପିଟିଲା ହୋଟେଲ୍ ମାଲିକ, ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କଲା ପୁଲିସ
କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ ପିଟିଲେ । ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିବା ସହ ଶରୀର ସାରା ମାଡ଼ର ଦାଗ…
ତାଳଚେର ଘଣ୍ଟପଡା ଗ୍ରାମବାସୀଙ୍କ ଆନ୍ଦୋଳନ, ଗ୍ଲୋବାଲ୍ କୋଲ୍ ୱାସରୀକୁ ଦାବିପତ୍ର ପ୍ରଦାନ…
ତାଳଚେର ଘଣ୍ଟପଡା ଗ୍ରାମବାସୀମାନେ ଗ୍ଲୋବାଲ୍ କୋଲ୍ ୱାସରୀରେ କାର୍ଯ୍ୟରତ ଅଧିକାରୀଙ୍କୁ ତିନି-ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀମାନେ ସ୍ଥାନୀୟ କାଳୀମନ୍ଦିର ଛକ ଠାରୁ ଶୋଭାଯାତ୍ରା କରି ୱାସରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପରେ ଏହି ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ସେମାନେ ଗ୍ରାମର…
କଂଗ୍ରେସ ପକ୍ଷରୁ ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ।
ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଠାରୁ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା କରି ବାହାରି ଗାନ୍ଧୀ ପାର୍କଠାରେ…
ଡିଭାଇଡର ଉପରେ ଚଢି ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍, ୩୦ ଯାତ୍ରୀ ଆହତ
ଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଡିଭାଇଡର ଉପରେ ଚଢି ଓଲଟି ପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ…
