Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

Posted on October 7, 2025

ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା। ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ଯାଜପୁରର ଏନସି କଲେଜ ଲୁଟ ଘଟଣା

Posted on October 6, 2025

୬ ଲୁଟେରାଙ୍କ ସମେତ ବ୍ୟାପକ ସାମଗ୍ରୀ ଜବତ ଯାଜପୁର: ମାସକ ତଳେ ଯାଜପୁରର ଏନସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଜଣେ ଲ‌ୁଟେରା ସ୍ପଷ୍ଟ ଦିବାଲୋକରେ ୪ ମହଲା କୋଠାର ଝରଣାରେ ଓହଳି ଏସି କପର ତାର ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ…

ଟ୍ରେନରେ କଟି ଜଣେ ମୃତ

Posted on October 6, 2025

ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥ କୋଇଲା ଖଣି ଅଞ୍ଚଳରେ ଆଜି ଜଣେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଲାଲ ହଟିଂ ଅଞ୍ଚଳର ରାମ ମିଲନ ସିଂ ଯାଦବ(୪୫) ଆଜି ତ‌ାଳଚେର ଷ୍ଟେସନ ପାଖରୁ ବଳରାମ ରେଳ ଷ୍ଟେସନ…

ଜେଆରଟି କମ୍ପନୀରେ ତାଲା ପକାଇଲେ ଶ୍ରମିକ

Posted on October 6, 2025

ତାଳଚେର : ଏମ୍‌ସିଏଲ୍‌ ତାଳଚେର ଅନନ୍ତ କୋଇଲା ଖଣିରେ ମାଟି କୋଇଲା ପରିବହନ କାମ କରୁଥିବା ଜେଆରଟି କମ୍ପାନୀର କର୍ମଚାରୀଙ୍କୁ ବୋନସ ସହିତ ଇପିଏଫ ଟଙ୍କା ଦେଉନଥିବାରୁ ଆଜି କର୍ମଚାରୀମାନେ କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତାଲା ପକାଇ ଦେଇଥିଲେ। ସୂଚନା ମୁତାବକ, ଜେଆରଟି…

ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

Posted on October 6, 2025

ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଆଜି ୩ ଦଫା ଦାବିପତ୍ର ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସୂଚନା ମୁତାବକ, ଘଣ୍ଟପଡ଼ା ଗ୍ରାମ ବାସୀ ଗତ ୨୦୦୦ ମସିହାରେ ଗ୍ରାମର ଜମିକୁ ପ୍ରଦାନ କରି ଗ୍ଲୋବାଲ କୋଲ ୱାସରୀ ନିର୍ମାଣ…

୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ! ଆଗାମୀ ୩ ଘଣ୍ଟା ଭିତରେ ପ୍ରବଳ ବର୍ଷା…

Posted on October 6, 2025

ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି…

ବଳଙ୍ଗାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

Posted on October 6, 2025

ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗର୍ଭବତୀ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଯାହାପରେ ପୁଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ  ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।…

ବନ୍ଦ କୋଠରୀରୁ ୩ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର।

Posted on October 6, 2025

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତ ଝାଞ୍ଜିରିବେରେଣା ଗାଁରେ ବନ୍ଦ କୋଠରୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି। ମୃତକ ଜଣଙ୍କ ଝାଞ୍ଜିରିବେରେଣା ଗାଁର ଲକ୍ଷ୍ମଣ ମୁର୍ମୁ।…

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ, ପେଟ୍ରୋଲିଂ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ  

Posted on October 6, 2025

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ…

ବାର୍‌ହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ ; ଉଦ୍ଧାର କଲେ ପୁଲିସ ଓ ବନ କର୍ମଚାରୀ

Posted on October 6, 2025

  ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫…

Posts pagination

Previous 1 … 155 156 157 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme