Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ବାଲେଶ୍ୱର ଷ୍ଟେସନରେ ଯୁବତୀଙ୍କୁ ନିସ୍ତୁକ ମାଡ଼,କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ

Posted on October 8, 2025

ବାଲେଶ୍ୱର ରେଲୱେ ଷ୍ଟେସନରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ୨–୩ ଜଣ ଯୁବକ ଘେରି ରହିଥିବା ସମୟରେ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ତାଙ୍କ ପେଟ ଓ ଛାତିକୁ ଗୋଇଠା ମାରୁଛି। ଆକ୍ରମଣରେ ଶିକାର ହେଉଥିବା…

ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର, ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ

Posted on October 8, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍‌ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍‌ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ…

ରାସ୍ତା କଡରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରୁ ମୃତ୍ୟୁ ସନ୍ଦେହ…

Posted on October 8, 2025

ରାସ୍ତା କଡରେ ହାତୀ ମୃତଦେହ । ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରୁ ହାତୀର ମୃତଦେହ ଠାବ ହୋଇଛି । ରାସ୍ତା କଡ଼ରେ ହାତୀ ମରପଡିଥିବା ଦେଖିବା ପରେ ଗ୍ରାମବାସୀ ରିଆମାଳ ବନବିଭାଗକୁ…

ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Posted on October 8, 2025

ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT…

ନଦୀ ପାର ହେବାବେଳେ ଅଘଟଣ, ପାଣିରେ ଭାସିଗଲେ ଚାଷୀ

Posted on October 8, 2025

ଗଞ୍ଜାମ ଜିଲ୍ଲା ଘୋଡାହାଡ଼ ନଦୀରେ ଅଘଟଣ । ବିଲକୁ ଯିବା ବେଳେ ନଦୀରେ ଭାସିଗଲେ ଯୁବକ । ନଦୀ ପାର ହେଲା ବେଳେ ଗୋଡ଼ ଖସି ଭାସିଗଲେ ନୂଆଗଡ଼ ଗାଁର ଅରକ୍ଷିତ ପ୍ରଧାନ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି…

କଟକରେ ଫେରିଲା ଶାନ୍ତି, ହଟିଲା କର୍ଫ୍ୟୁ ଓ ଇଣ୍ଟରନେଟ ନିଷେଧ

Posted on October 8, 2025

ଭାଇଚାରାର ସହର କଟକ ଏବେ ପୁଣି ଶାନ୍ତି ଓ ସ୍ବାଭାବିକ ଜୀବନରେ ଫେରିଆସିଛି। ୪୮ ଘଣ୍ଟା ପରେ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବା ସ୍ବାଭାବିକ ହୋଇଯାଇଛି। ସୋସିଆଲ ମିଡିଆ ଉପରୁ ଲାଗିଥିବା ନିଷେଧ ମଧ୍ୟ ହଟାଇ ଦିଆଯାଇଛି। ୫ ତାରିଖ ସଂଧ୍ୟା…

ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର: ଘଟଣାସ୍ଥଳରେ ମା ମୃତ, ପୁଅ ଗୁରୁତର

Posted on October 8, 2025

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର।…

ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ, ତିନି ଶ୍ରମିକଙ୍କ ମୃତ୍ୟୁ

Posted on October 8, 2025

ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସୀମାନ୍ତ ଆନ୍ଧ୍ରର ଏକ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ ହୋଇଛି । ମୃତକ ହେଲେ ବିହାରର…

ମଦ ପିଇ ପୁଲିସକୁ ଆକ୍ରମଣ; ୨ ଯୁବକ ଥାନାରେ ଅଟକ

Posted on October 8, 2025

ମହଙ୍ଗା ପଡ଼ିଲା ପୁଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ମଙ୍ଗଳବାର ରାତିରେ ଗୋପ…

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

Posted on October 8, 2025

ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କୃଷ୍ଣପାଲି ଛକ ନିକଟରେ ବାଇକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କୃଷ୍ଣପାଲି ଗ୍ରାମର ପ୍ରଫୁଲ୍ଲ ବେହେରା (୫୮ ବର୍ଷ) l ଏହି ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ଗଙ୍ଗା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତିଳେଶ୍ୱର ଗ୍ରାମରୁ ନିଜ ଗାଁକୁ ଫେରୁଥିଲେ ପ୍ରଫୁଲ୍ଲ ବେହେରା । ଏହି ସମୟରେ ହଠାତ ଏକ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା l ଫଳରେ ପ୍ରଫୁଲ୍ଲ ଦୂରକୁ ଛିଟିକି ହୋଇ ପଡ଼ିଥିଲେ l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ପରିବାର ଲୋକେ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ନେଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ବାଇକ୍‌ରେ ବସିଥିବା ଗଙ୍ଗା ନାମକ ଯୁବକ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି l ଏନେଇ ପୁଲିସ ନିକଟରେ ଏପଯ୍ୟନ୍ତ ମାମଲା ହୋଇନଥିବା କୁହାଯାଇଛି ।

Posts pagination

Previous 1 … 152 153 154 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme