ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ। କଲରାପତରିଆ ବାଘ ଛାଲ ଜବତ। ଶଳା-ଭିଣୋଇ ଗିରଫ। କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ…
Category: ରାଜ୍ୟ
ଖୁଡିକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ ଗାର୍ଡ ପୁତୁରା ଗିରଫ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡିକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ ଗାର୍ଡ ଚାକିରୀ କରୁଥିବା ପୁତୁରା ଗିରଫ ହୋଇଛନ୍ତି। ଗିରଫ ହୋମଗାର୍ଡ ଜଣଙ୍କ ହେଲେ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ୍ଦ ମଲ୍ଲିକ। ଅରବିନ୍ଦ ନିଜ ସମ୍ପର୍କୀୟ ଖୁଡିକୁ ଏକାକୀ ପାଇ ଦୁଷ୍କର୍ମ…
୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ, ମନରେଗା କାର୍ଯ୍ୟରେ ଅବହେଳା ପାଇଁ କଡା ପଦକ୍ଷେପ
ମନରେଗା କାମ ଠିକ୍ ଭାବରେ ନହେବାରେ ଅସନ୍ତୋଷ ଜଣାଇ ଜିଲ୍ଲାପାଳ ୭ଟି ବ୍ଲକ ଡିଇଓଙ୍କ ଦରମା ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଏହି ବ୍ଲକଗୁଡିକ ହେଲା: ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର। ମନରେଗା ଓ ରୁରାଲ…
ଘାଟି ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଆହତ
କୋଡିଏ ଫୁଟ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ । ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ଘଟିଛି ଦୁର୍ଘଟଣା । ରେଢ଼ାଖୋଲରୁ ରାୟଗଡା ଅଭିମୁଖେ କୋଇଲା ବୋଝେଇ ଟ୍ରକଟି ଯାଉଥିବା ବେଳେ ବିଳମ୍ବିତ…
CBI ତଦନ୍ତ ପାଇଁ ସୁପାରିସ ହୋଇଛି ଏସ୍ଆଇ ନିଯୁକ୍ତି ସ୍କାମ୍ ।
CBI ତଦନ୍ତ ପାଇଁ ସୁପାରିସ ହୋଇଛି ଏସ୍ଆଇ ନିଯୁକ୍ତି ସ୍କାମ୍। ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ…
ଭାଇକୁ ଠେଙ୍ଗାରେ ପିଟି ହତ୍ୟା କଲା ଭାଇ
ବଡ଼ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ଘର ଡିହ ବଣ୍ଟନକୁ କେନ୍ଦ୍ର କରି ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ ହୋଇଛିନ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ବଣକାଟି ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…
ବ୍ରିଜରୁ ଖସିଲା ବାଇକ, ଯୁବକଙ୍କ ମୃତ୍ୟୁ
ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳଭଣଞ୍ଜା ବ୍ରିଜରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୩୦ଫୁଟ ତଳକୁ ଖସିପଡ଼ିଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । …
ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା; ୩ ମୃତ
ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ…
ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ତାମିଲନାଡୁ ଉପକୂଳରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହେବନି । ଗୁରୁବାର ସୁଦ୍ଧା ଏହା ଦୁର୍ବଳ ହୋଇ ଲଘୁଚାପକୁ ଖସିବ । ପାଣିପାଗ ବିଭାଗ ଏହି ତାଜା ପୂର୍ବାନୁମାନ କରିଛି । ଏହି ସ୍ପଷ୍ଟ ଚିହ୍ନିତ…
ମଧ୍ୟରାତ୍ରୀରେ ଜୁଆ ଖେଳ, ବନ୍ଧାହେଲେ ୭ ଜୁଆଡ଼ି
ରାଉରକେଲା: ବିଭିନ୍ନ ସ୍ଥାନରେ ଜୁଆ ଖେଳୁଥିବାବେଳେ ସେକ୍ଟର-୧୫ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି। ଅଭିଯୁକ୍ତମାନେ ହେଉଛନ୍ତି କୈଳାଶ ରାଓ, ଅରୁଣ ନାୟକ, ଲେପା ଭାଗୱାର, ସୁନୀଳ ସେଠୀ, ରନ୍ଥୁଚିକ ବାରିକ, ସୁଦୀପ କଂସାରୀ ଓ ନବୀନ କଂସାରୀ। ସେମାନଙ୍କ ପାଖରୁ ୩୨,୨୫୦…
