Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ବାଘ ଛାଲ ଜବତ, ୩ ଅଭିଯୁକ୍ତ ଗିରଫ

Posted on November 3, 2025

ବାଘ ଛାଲ ନେଇ ଡିଲ୍ ଚାଲିଥିଲା । ଖବର ପାଇ ମାଡ଼ିବସିଲା ପୁଲିସ । ହୋଟେଲ ମେଫେୟାର ବସ୍ତି ନିକଟରୁ ଜବତ ହେଲା ଏକ କଲରାପତରିଆ ବାଘ ଛାଲ । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ…

ଜଙ୍ଗଲକୁ ନଯିବାକୁ ସଚେତନ କଲା ବନ ବିଭାଗ

Posted on November 3, 2025

କେନ୍ଦୁଝର ବନଖଣ୍ଡର ପାଟଣା ବନାଞ୍ଚଳର ମାଛଗଡ଼ ନିକଟରେ ମହାବଳ ବାଘୁଣୀର ପାଦଚିହ୍ନ ଠାବ ହୋଇଛି । ଉକ୍ତ ବାଘୁଣୀଟି ଶିମିଳିପାଳ ଅଭୟାରଣ୍ୟରୁ କେନ୍ଦୁଝର ବନଖଣ୍ଡକୁ ଆସିଛି । ମହାବଳ ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୩୫ଟି କ୍ୟାମେରା ଲାଗିଛି ।  ଗତ ୨ ବର୍ଷ ତଳେ ମହାବଳ ବାଘ କେନ୍ଦୁଝର ବନଖଣ୍ଡର ଅଟେଇ…

ନୂଆପଡ଼ାରେ ନିର୍ବାଚନ ତାତି: ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ !

Posted on November 3, 2025

ନୂଆପଡ଼ାରେ ନିର୍ବାଚନ ତାତି ବଢ଼ୁଛି, ଏବଂ ରାଜନୈତିକ ପରିବର୍ତ୍ତନର ସମ୍ଭାବନାରେ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହେବାର ଅନୁମାନ ଲଗାଯାଇଛି। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଓ…

ଦନ୍ତା ଆକ୍ରମଣରେ ଦୁଇ ଭାଇ ମୃତ

Posted on November 3, 2025

ଦୁଇ ଭାଇଙ୍କୁ ଦଳିଦେଲା ଦନ୍ତା ।  ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।  କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ କୁନ୍ନାକାଡୁ ଗାଁରେ ଅଘଟଣ ଘଟିଛି ।  ମୃତକ ହେଲେ କାଣୁ ମାଝୀଙ୍କ ୭ ବର୍ଷର ପୁଅ ରବି ମାଝୀ ।  ଗୁରୁତର ହେଲେ…

ଏବର୍ଷ ଶୁକ୍ରବାର ପାଳିବେ ଛାଡ଼ଖାଇ, ଟାର୍ଗେଟ ୭ କୋଟିର ବେପାର

Posted on November 3, 2025

ଆରମ୍ଭ ହୋଇଛି  କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ  ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ ।  ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ  ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ…

ବୁଡ଼ ପକାଇବା ବେଳେ ଭାସିଗଲେ ୨ ମହିଳା

Posted on November 3, 2025

କାର୍ତ୍ତିକ ମାସରେ ବୁଡ଼ ପକାଇବା ବେଳେ ନଦୀରେ ଭାସିଗଲେ ଦୁଇ ମହିଳା । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଟିକରପଡ଼ା ଗ୍ରାମର ସବିତା ଗୌଡ଼ ଓ ଲଳିତା ପାଢ଼ୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଟିକରପଡ଼ା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, କାର୍ତ୍ତିକ ମାସରେ…

ଡିସେମ୍ବର ୧୮ ଯାଏ ଚାଲିବ ମତ୍ସ୍ୟଜୀବୀ ଗଣନା ପ୍ରକ୍ରିୟା

Posted on November 3, 2025

ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା  ଡିସେମ୍ବର ୧୮ ତାରିଖରେ ସରିବ । ଏହି  ଜନଗଣନାକୁ ସଫଳ କରିବା ନିମନ୍ତେ  ଆଇସିଏଆର ପକ୍ଷରୁ  ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା  ନିମନ୍ତେ ବ୍ୟାସ ଭାରତ  ମୋବାଇଲ ଆପ୍‌ ପ୍ରସ୍ତୁତ…

ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ଖସିବ

Posted on November 3, 2025

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ ।  ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।  ଏହା ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ଏଥିସହ ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ଯେ,  ସୋମବାର ଦକ୍ଷିଣ ଉପକୂଳ  ଓଡ଼ିଶା ଓ ରାୟଗଡ଼ାର…

ଦୁଇଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଯାତାୟତ ଠପ

Posted on November 3, 2025

ବଲାଙ୍ଗିର-ଟିଟିଲାଗଡ଼ ଏନ ଏଚ ୨୬ ଦେଓଗାଁ ଥାନା ଘୁଚେପାଲି ଛକ ଠାରେ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି | ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି | ରାସ୍ତା ଉପରେ ଦୁଇଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଉଥିବାରୁ ପୁରା ଏନ….

ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଦାରୁଣ ଦୃଶ୍ୟ, ଦୁଇ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

Posted on November 3, 2025

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତର ସିରାଗୁଡା ଗାଁରେ ଆଉଥରେ ଦେଖା ଦେଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗାଁକୁ ଯାଉଥିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ। ଏହି ଅବସ୍ଥାରେ ୯ ମାସର ଗର୍ଭବତୀ…

Posts pagination

Previous 1 … 119 120 121 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme