Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଅନୁଗୋଳ କରତପଟା ନନ୍ଦପୁରୁ ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମୃତ…

Posted on November 8, 2025

ଅନୁଗୋଳ ଜିଲ୍ଲା କରତପଟା ନନ୍ଦପୁରୁ ଗାଁ ନିକଟରେ ଥିବା ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତୁ ହୋଇଥିବାବେଳେ ଆଉଜଣେ ଅଳ୍ପ କେ ବ୍ରତୀ ଯାଇଛନ୍ତି । ସୂଚନା ଅନୁସାରେ ନନ୍ଦପୁରୁ ଗାଁର ଦୁଇଭାଇ ଗାଁ ନିକଟ ଜଙ୍ଗଲକୁ ଛେଳିଚରାଇବା…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

Posted on November 8, 2025

କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ଘଷିପୁରା ଥାନା ଶାଳପଡାରେ ଥିବା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି । ଦୁର୍ଘଟଣାରେ ଉଭୟ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ…

ବୋହୂଙ୍କୁ ମାଡିବସି ଶାଶୂ ଘର ଲୋକ ବିଷ ପିଆଇଦେଇଥିବା ଅଭିଯୋଗ।

Posted on November 8, 2025

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେରେଣୀ ଗାଁରେ ସ୍ପର୍ଶକତାର ଘଟଣା। ଯୌତୁକ ନିର୍ଯ୍ୟାତନା ସହ ବୋହୂଙ୍କୁ ମାଡି ବସି ବିଷ ପିଆଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ମାମଲା ଏବେ କଙ୍କଡ଼ାହାଡ଼ ଥାନାରେ ପହଞ୍ଚିଛି। କାମାକ୍ଷାନଗର ଥାନା ସାରୁଆଳୀ…

ଦୁଇ ସୁନାଚେନ ଲୁଟେରାଙ୍କ ସହ ଛଅ ଜଣ ଗିରଫ ।

Posted on November 8, 2025

ତାଳଚେର ପୋଲିସ ହାବୁଡ଼ରେ ଚେନ ଛିନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେବ ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇନେଇ ଯାଉଥିବା ଏକ ଗ୍ୟାଙ୍ଗକୁ ତାଳଚେର ପୋଲିସ କାବୁ କରିବାରେ ସଫଳ ହୋଇଛି ।ଗିରଫ ମାନଙ୍କ ମଧ୍ୟରେ…

ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Posted on November 8, 2025

ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ । ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ଯ୍ୟନ୍ତ ହେବ ରୋଡ ଶୋ’…

ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼

Posted on November 8, 2025

ନାବାଳକକୁ ଛୁରାମାଡ଼ । ମେଳା ବୁଲିବାକୁ ଆସିଥିବା ବେଳେ ଛୁରାମାଡ । ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ରେଲୱେ ଷ୍ଟେସନ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଆହତ ନାବାଳକ ହେଲେ ବାଙ୍ଗିରିପୋଷି ଥାନାପଣସାଧିଆ ଗାଁର ଆକାଶ ନାୟକ । ଗତକାଲି ରାତିରେ ସେ ବାରିପଦା…

ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ

Posted on November 8, 2025

ଖାଦ୍ୟ ଅନ୍ଵେଷଣରେ ଗାଁ ଅଭିମୁଖେ ଆସିଥିଲେ ହାତୀପଲ। ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ। ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରୁ ଛୁଆ ହାତୀ ଉଦ୍ଧାର।  ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟକୁ…

ସକାଳ ହେଇଯିବାରୁ ଛୁଆ ହାତୀକୁ ଛାଡି ଚାଲିଗଲା ମା ହାତୀ ।

Posted on November 8, 2025

ଅନୁଗୋଳ ବନଖଣ୍ଡର ଶ୍ୟାମସୁନ୍ଦର ପୁରୁ ଗାଁ ନିକଟ ଏକ ଧାନ କ୍ଷେତରେ ଆଜି ସକାଳୁ ଏକ ହାତୀ ଛୁଆ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବୟସ ପ୍ରାୟ ଏକମାସ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କିଛି ହାତୀ…

ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା, ଶୀତ ଋତୁରେ କୁହୁଡ଼ି ଯୋଗୁ ସଂଖ୍ୟା ବଢ଼ିପାରେ

Posted on November 8, 2025

ଖୋର୍ଦ୍ଧା ଜିଲ୍ଲାରେ  ଗତବର୍ଷ ତୁଳନାରେ  ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି ।  ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ  ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ  ଏହି ତଥ୍ୟ…

କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍

Posted on November 8, 2025

ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ ।…

Posts pagination

Previous 1 … 110 111 112 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme