Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ

Posted on November 8, 2025

ଖାଦ୍ୟ ଅନ୍ଵେଷଣରେ ଗାଁ ଅଭିମୁଖେ ଆସିଥିଲେ ହାତୀପଲ। ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ। ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରୁ ଛୁଆ ହାତୀ ଉଦ୍ଧାର। 

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟକୁ ହାତୀପଲ ଧାନ ଖାଇବାକୁ ଆସିଥିଲେ। ହାତୀପଲରେ ଏକ ଛୁଆ ହାତୀ ଥିଲା। ଛୁଆ ହାତୀଟି ଧାନ କ୍ଷେତରେ କାଦୁଅ ଭିତରେ ଫସି ଯାଇଥିଲା। ସକାଳ ହୋଇଯିବାରୁ ହାତୀପଲ ମନ୍ଦରଗିରୀ ଜଙ୍ଗଲ ଆଡ଼କୁ ଫେରିଯାଇଥିଲେ। ହେଲେ ଛୁଆ ହାତୀଟି ଫସି ରହିଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକେ ହାତୀ ଛୁଆକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛୁଆ ହାତୀଟିକୁ ଉଦ୍ଧାର କରିଛି। ହାତୀଟିର ବୟସ ପ୍ରାୟ ଏକ ମାସ ହେବ ବୋଲି ଅନୁମାନ କରାଯାଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme