ବାଙ୍କୀ: ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ବୁଧବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦାନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଏହି ବାଙ୍କୀ ମାଟିରୁ ଆରମ୍ଭ ହୋଇଥିଲା ଏବଂ ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ…
Category: ମନୋରଞ୍ଜନ
ଦିନକୁ ଦିନ ବଢୁଛି ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ମୁସ୍କିଲ, ୬୦ କୋଟି ଜମା ନ କରିବା ଯାଏଁ…..
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ୬୦ କୋଟି ଟଙ୍କା ଠକେଇ ମାମଲାରେ ବମ୍ବେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। ଅଦାଲତ ସେମାନଙ୍କୁ କହିଛନ୍ତି, ଯଦି ସେମାନେ ଯଦି ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ…
ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଆଭାସୀ ଆଲୋଚନାଚକ୍ର ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’
ତାଳଚେର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଜିଲ୍ଲା ବିଚାରଧାର ବିଭାଗ ପକ୍ଷରୁ ୬୨ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଅନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ଆଲୋଚକ ଭାବରେ ଅନୁଗୋଳ ଜିଲ୍ଲା…
ପୁଣି ଥରେ ମା’ ହେବେ ଭାରତୀ ସିଂ, ଫଟୋ ସହ ଖୁସି ଖବରକୁ ସୋସିଆଲ ମିଡିଆରେ କଲେ ସେୟାର…
ପୁଣି ଥରେ ମା’ ହେବେ କମେଡିଆନ୍ ଭାରତୀ ସିଂ । ଏହି ଖୁସି ଖବରକୁ ସେ ନିଜେ ଏକ ଫଟୋ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବାର ଦେଖିବାକୁ ମିଳିଛି ।ଏଥି ସହିତ ସେହି…
ସାନିଆଙ୍କ ପରେ ସାନାଙ୍କୁ ଛାଡ଼ିବେ ସୋଏବ !
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକ ବିବାଦ ପାଇଁ ଖବରରେ ରହିଆସିଛନ୍ତି । ବିବାଦୀୟ ବୟାନ ହେଉ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି, ଏହି ପୂର୍ବତନ କ୍ରିକେଟର ଚର୍ଚ୍ଚାକୁ ଆସିଥାନ୍ତି । ଗତବର୍ଷ ସୋଏବ ମଲିକ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କୁ…
ଅନନ୍ତ ଡିଏଭିରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ
ତାଳଚେର: ମହାନଦୀ କୋଲ୍ ଫିଲ୍ଡ଼ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ…
ତାଳଚେରରେ ରାବଣ ପୋଡ଼ି ମହୋତ୍ସବ
ତାଳଚେର: ତାଳଚେର ରାବଣ ପୋଡି ଅନୁଷ୍ଠାନ ପକ୍ଷରୁ ସାଉଥବଲଣ୍ଡା ଠାରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଡ଼ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପୋଡ଼ିର ମହାତ୍ମ୍ୟ ଉପରେ…
ଜୁବିନ ଗର୍ଗ ମୃତ୍ୟୁ ଘଟଣାରେ ଦୁଇ ଗିରଫ, ଘଟଣା ସମୟରେ ସାଥିଲେ ଥିଲେ ଏମାନେ…..
ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ…
କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ସିଂହବାହିନୀ ବେଶ
କୋଣାର୍କ : ପବିତ୍ର ନବରାତ୍ରୀ ପୂଜାର ପୀଠ ସପ୍ତମୀ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଯାଇଛି। କୋଣାର୍କର ଆରାଧ୍ୟା ଦେବୀ ହେଉଛନ୍ତି ଢ଼ଶ’ ଭଗବତୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମା’।…
