Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲଜିତଙ୍କୁ ଖଲିସ୍ତାନୀ ଆତଙ୍କୀଙ୍କ ଧମକ, ସିଡନୀ କନସର୍ଟ ବାତିଲ କରିବାକୁ ଧମକ

Posted on October 29, 2025

ବଲିଉଡର ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜକୁ ଖଲିସ୍ତାନୀ ଆତଙ୍କୀ ଗୁରପନ୍ତୱନ୍ତ ସିଂହ ପନ୍ନୁ ଧମକ ଦେଇଛନ୍ତି। ନଭେମ୍ବର ୧ରେ ସିଡନୀରେ ହେବାକୁଥିବା ଦିଲଜିତଙ୍କ କନସର୍ଟକୁ ବନ୍ଦ କରିବା ପାଇଁ ପନ୍ନୁ ଧମକ ମଧ୍ୟ ଦେଇଛନ୍ତି।

ପନ୍ନୁ କହିଛନ୍ତି ଯେ, ଦିଲଜିତ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ବିଗ୍ ବି ଶୋରେ ମୁଣ୍ଡିଆ ମାରିଥିବାରୁ ୧୯୮୪ ନରସଂହାରର ପୀଡିତଙ୍କୁ ଅପମାନ କରିଛନ୍ତି। ପନ୍ନୁ କହିବା ମୁତାବକ, ୧୯୮୪ ନରସଂହାର କରିଥିବା ଲୋକଙ୍କ ସମର୍ଥନ କରିଥିଲେ ଅମିତାଭ ବଚ୍ଚନ । ଆଉ ଏମିତି ଲୋକର ପାଦ ଛୁଇଁ ଦିଲଜିତ ପ୍ରତି ପୀଡିତ, ବିଧବା ଏବଂ ଦଙ୍ଗାରେ ଅନାଥ ହୋଇଥିବା ପିଲାଙ୍କୁ ଅପମାନ କରିଛନ୍ତି ।

ତେବେ ଏହି ପରିସ୍ଥିତିରେ, ନଭେମ୍ବର ୧ ତାରିଖରେ ସିଡନୀରେ ହେବାକୁଥିବା କନସର୍ଟ ସମ୍ପର୍କରେ ସନ୍ଦେହ ରହିଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme