ବିଜୟା ଦଶମୀରେ ଗଡ଼ିଲା ମୁଣ୍ଡ । ସ୍ତ୍ରୀଙ୍କୁ ହାଣି ରକ୍ତର ହୋଲି ଖେଳିଲେ ଜଣେ ଏବିଡିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ କାର୍ଯ୍ୟରତ ଏବିଡିଓ ଦେବୀ ପ୍ରସାଦ ଜେନା ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । କେନ୍ଦୁଝର…
Category: ଅପରାଧ
ଟ୍ୟୁସନ୍ରୁ ଘରକୁ ଫେରୁଥିବା ନାବାଳିକାଙ୍କୁ କାରରେ ଉଠାଇ ଦୁଷ୍କର୍ମ : ବଡ଼ଗଡ଼ ପୁଲିସଙ୍କ ହାତରେ ୨ ଅଭିଯୁକ୍ତ
ଭୁବନେଶ୍ୱର: ଗତବର୍ଷ ଘଟିଥିବା ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ମାମଲାରେ ବଡ଼ଗଡ଼ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ପେସାଦାର ଅପରାଧୀ ଦେବୀପ୍ରସାଦ ଜେନା (ଓରଫ ବୁବୁ) ଓ ଅମ୍ଳାନ ମହାନ୍ତି। ପୁଲିସ…
ବିଦୂତ ଖୁଣ୍ଟରେ ପିଟିହୋଇ ଆରହୀ ମୃତ
ରାଉରକେଲା : ଗତକାଲି ଅପରାହ୍ନ ଚାରିଟା ରେ ରାଏବଗା ଥାନ ଅନ୍ତର୍ଗତ କାଦୋବାହାଲ ଓଡି ୧୪ଏବି ୪୪୭୧ଏକ ବାଇକ ରେ କାନ୍ତିଆ ଲାଲ ସୋରେନ ଓ ସୁବର୍ଣ୍ଣ ଡାଙ୍ଗ ନିଜ ଗ୍ରାମ ବରଟୋଲୀ କୁ ଫେରୁଥିବା ବେଳେ ଭାରସମ୍ୟ ହରାଇ ଏକ ବିଦୂତଖୁଣ୍ଟ କୁ…
ନବରାତ୍ର ପୂଜା ଦେଖି ଫେରିବା ବେଳେ ୩ ମୃତ
ବାହୁଦା ନଦୀ ରେ ବୁଡି ମା, ଝିଅ, ନାତି, ମୃତ ନାତୁଣୀ ଗୁରୁତର ଚିକିଟି : କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀ ଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ…
ନାବାଳକକୁ ହତ୍ୟା ସନ୍ଦେହ
ନାବାଳକକୁ ମାରି ଫିଙ୍ଗିଦେଲେ । ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତ ଛାତ୍ର ନବମ ଶ୍ରେଣୀରେ ଛାତ୍ର ଅମର ବିଷୋୟୀ ।…
ନିଖୋଜ ବ୍ୟକ୍ତିଙ୍କ ସୁନ୍ଦରୀ ନଦୀରୁ ମୃତ ଦେହ ଉଦ୍ଧାର
କୋମନା : କୋମନା ବ୍ଲକ ସଦର ମହକୁମା ନିକଟରେ ଥୀବା ସୁନ୍ଦର ନଦୀ ରୁ ଭାଷୁ ଥୀବା ଅବସ୍ଥାରେ ଏକ ମୃତ୍ୟୁ ଦେହ କୋମନା ପୁଲିସ ଉଦ୍ଧାର କରିଛି l ମଙ୍ଗଳ ବାର ସକାଳୁ ନଦୀ ଗଭୀର ପାଣିରେ ଏକ ମୃତ ଦେହ ଭାସୁଥିବା…
ଗୋଲବଜାର ବାଣ ଗୋଦାମ ଉପରେ ଚଢ଼ଉ
୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ଜବତ ରାଉରକେଲା : ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋଲବଜାର ନିକଟରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗୋଲବଜାର ଅଞ୍ଚଳରେ ଦୁଇଟି ବ୍ୟବସାୟୀଙ୍କ ଘରେ ଓ ଗୋଦାମ ଘରେ ଅତର୍କିତ ଚଡ଼ାଉ କରି…
୮ କେଜି ଗଞ୍ଜେଇ ଜବତ ସହ ୨ ମହିଳା ଗିରଫ
ରାଉରକେଲା: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜନତା ନିବାସ ଗଳି ନିକଟସ୍ଥ ଇଦ୍ଗା ପଡ଼ିଆ ନିକଟରୁ ୨ ଜଣ ମହିଳାଙ୍କୁ ଗିରଫ କରି ପ୍ଲାଣ୍ଟସାଇଟ୍ ପୁଲିସ। ସେମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲବରକାନି ଅଞ୍ଚଳର ନମିତା ଷଣ୍ଢ(୪୫) ଓ ଜାହ୍ନବୀ…
ବୀଜମରା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଚୋରୀ
ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର କରୁଛି ତଦନ୍ତ କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବୀଜମରା ଗ୍ରାମରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଟଙ୍କା ଚୋରୀ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ପୁଲିସ…
ସାମ୍ବାଦିକଙ୍କୁ ଗୁଳି, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ସାମ୍ବାଦିକଙ୍କୁ ଗୁଳି । ଘରେ ପଶି ରାତି ଅଧିରେ ଗୁଳିମାଡ଼ ଅଭିଯୋଗ । କଟକ ଜିଲ୍ଲା ମାଣିଆ ବନ୍ଧ ଥାନା ସୁନ୍ଦରିଆ ଗାଁରେ ଗୁଳିକାଣ୍ଡ । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ମନୋଜ ନାଏକଙ୍କୁ ଗୁଳି ମାଡ଼ ହୋଇଛି । ତାଙ୍କ ଡାହାଣ…
