Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିଖୋଜ ବ୍ୟକ୍ତିଙ୍କ ସୁନ୍ଦରୀ ନଦୀରୁ ମୃତ ଦେହ ଉଦ୍ଧାର

Posted on September 30, 2025

କୋମନା : କୋମନା ବ୍ଲକ ସଦର ମହକୁମା ନିକଟରେ ଥୀବା ସୁନ୍ଦର ନଦୀ ରୁ ଭାଷୁ ଥୀବା ଅବସ୍ଥାରେ ଏକ ମୃତ୍ୟୁ ଦେହ କୋମନା ପୁଲିସ ଉଦ୍ଧାର କରିଛି l ମଙ୍ଗଳ ବାର ସକାଳୁ ନଦୀ ଗଭୀର ପାଣିରେ ଏକ ମୃତ ଦେହ ଭାସୁଥିବା ଖବର ପାଇ କୋମନା ପୋଲିସ ଘଟଣା ସ୍ଥଳରେ ପହଂଚିବା ସହିତ ଘଟଣା ସ୍ଥଳରେ କୋମନା ଅଗ୍ନିଶମ ବିଭାଗକୁ ଗଭୀର ପାଣିରୁ ଉକ୍ତ ମୃତ ଦେହ ବାହାର କରିଥିଲେ। ପରେ ମୃତଙ୍କ ପରିବାରଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ସହ ପଡାବାସି ଘଟଣା ସ୍ଥଳରେ ପହଂଚି ମୃତ ଦେହ କୋମନା ସଦର ମହାକୁମା ବଙ୍ଗଳା ପଡା ର ଚୈତନ୍ୟ ବନଛୋର ବୋଲି ଚିହ୍ନଟକରି ଗତ ଶନି ବାର ଠାରୁ ନିଖୋଜ ଥୀବା ପାରିବାର ଲୋକଙ୍କଠାରୁ ପୁଲିସ ସୁଚନା ପାଇ ମୃତ ଜବତ କରି ବ୍ୟବଛେଦ ପାଇ ପଠାଇ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ବ୍ୟବଚ୍ଛେଦ ରିପୋଟ ଆସିଲେ ମୃତ୍ୟୁ କାରଣ ଜଣା ପଡିବ l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme