ବୈପାରିଗୁଡା: ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତର ପାଣ୍ଡ୍ରିଗୁଡା ଗ୍ରାମର ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ଯିଏକି ୪ର୍ଥ ଶ୍ରେଣୀରେ ଛାତ୍ର। ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ…
Category: ଅପରାଧ
ପୋଖରୀରେ ବୁଡି ୨ ଭାଇ ମୃତ
ସାନକୁ ଉଦ୍ଧାର କରିବାକୁ ଯାଇଥିଲେ ବଡ଼ ସୁନ୍ଦରଗଡ଼, ହେମଗିର ଥାନା ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଚିଟକେନଢିପାରେ ଘଟିଛି ଏକ ମର୍ମନ୍ତୁଦ ଅଘଟଣ। ପୋଖରୀକୁ ଗାଧୋଇବାକୁ ଯାଇଥିବା ଦୁଇ ଭାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ପୋଖରୀରେ ବୁଡ଼ି ଯାଇଥିବା ସାନ ଭାଇକୁ ଉଦ୍ଧାର କରିବାକୁ…
ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ
ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ ।…
ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର, ଧରାପଡିଲା ପିଶାଚ ଟ୍ରକ ଡ୍ରାଇଭର
ଭଦ୍ରକ ଜିଲ୍ଲାରୁ ଅପହୃତ ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାକୁ କେନ୍ଦୁଝର ଝୁମ୍ପୁରା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ଜଡିତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଛି। ସୂଚନା ଅନୁସାରେ,…
ବିନିକା ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର କାଠ ଜବତ
ସୁବଣ୍ଣପୁର: ବିନିକା ବନ ବିଭାଗ ପକ୍ଷରୁ ପିକପ୍ ସହ ପ୍ରାୟ ୬୬ ହଜାର ଟଙ୍କା ହେବ ରେଙ୍ଗାଲ (ସାଲ ସାଇଜ କାଠ)ଗଛର ଜବତ କରିଛି। ଚାଳକ ଓ ସହଯୋଗୀ ଫେରାରହୋଇଥିବା ବିନିକା ଫରେଷ୍ଟର ବନମାଳୀ ପଣ୍ଡେ ସୁଚନା ଦେଇଛନ୍ତି। ସୁଚନା ଯୋଗ୍ୟ ଗତକାଲି ରାତିରେ…
ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଅନୁଗୁଳ: ନାଲକୋ ନଗର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଫୁଲ ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ ଛାତ୍ରକୁ ହତ୍ୟା
ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡ ତଇଲା ସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛିl ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫) ତାଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ପୂର୍ବ…
ଅଜଣା ଗାଡ଼ି ଧକ୍କାରେ ଯୁବତୀ ମୃତ
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲି ଗ୍ରାମର ରେଖା ଦଣ୍ଡ ସେନା ( ୧୭) ଆଜି ସକାଳୁ ମର୍ନିଂଗ ୱାର୍କ ଯାଇଥିବା ବେଳେ ଜଣେ ଝିଅର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ପାଇକମାଲ ଠାରୁ ନୂଆପଡା ରାସ୍ତାର ଲଉଡ଼ମାଲ ଛକ…
ନର୍ଲାରେ ଦୁର୍ଘଟଣା, ଜଣେ ମୃତ
ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଗତ…
ପିଶାଚ ପାଲଟିଲା ଡ୍ରାଇଭର: ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ, ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର
ପିଶାଚ ପାଲଟିଲା ଡ୍ରାଇଭର । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ…
