ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୮,୮୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୭,୨୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୮,୮୨୦ ଟଙ୍କା ରହିଥିବା…
Day: January 6, 2026
ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ
ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ ଯାହାକୁନେଇ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ସହିତ ଫସି ରହିଥିଲେ ଯାତ୍ରୀ |ସୂଚନା ଅନୁସାରେ ଆଜି ଘଣ୍ଟପଡ଼ା ହାଣ୍ଡିଧୁଆ ରେଳ ଫାଟକଟି ଟ୍ରେନ ଯିବାକୁ ନେଇ ଫାଟକକୁ…
ବେକରେ ଛୁରୀ ଲଗାଇ ଲୁଟିନେଲେ ମୋବାଇଲ, ଏଟିଏମ କାର୍ଡ ସମେତ ୩ହଜାର ଟଙ୍କା
କଲେଜ ଛାତ୍ରଙ୍କଠାରୁ ଲୁଟିନେଲେ ଦୁର୍ବୁତ୍ତ। ବେକରେ ଛୁରୀ ଲଗାଇ ମୋବାଇଲ, ଏଟିଏମ କାର୍ଡ ସମେତ ୩ହଜାର ଟଙ୍କା ଲୁଟିନେଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ବାଲିପଦା ଠାରେ। ଛାତ୍ର ଜଣଙ୍କ ନାଁ ସୁବ୍ରତ ଓଝା। ସେ ଚିତୋଳ ମହାବିଦ୍ୟାଳୟର +୨…
ଖବର ପାଲଟିଗଲେ ଖବରଦାତା, ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ
ଖବର ପାଲଟିଗଲେ ଖବରଦାତା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି।…
ସାବଧାନ ! ବଜାରରେ ବୁଲୁଛି ଭେଜାଲ୍ କ୍ଷୀର- ପନିର୍, ଚିନ୍ତାରେ ଖାଉଟି
ବଜାର ସମେତ ବିଭିନ୍ନ ଅଞ୍ଚଳରେ ନକଲି ପନିର, ଛେନା, ଦହି ଅପମିଶ୍ରିତ କ୍ଷୀର ସହିତ ଅନେକ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ବହୁଳ ମାତ୍ରାରେ ବିକ୍ରି ହେଉଥିବାର ଖବର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଯେତିକି ଗାଈ ଓ ମଇଁଷି ଅଛନ୍ତି ସେମାନଙ୍କ…
ବିନା ଚାଷୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନକୁ ନେଇ ସଭା ବର୍ଜନ କଲେ ବିଧାୟକ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ରେଙ୍ଗାଳି ବାମ ବନ୍ଧ କେନାଲ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମୟରେ ହୋ-ହାଲ୍ଲା ଦେଖିବାକୁ ମିଳିଛି। ଯାହାକୁ ନେଇ ବିନା ଚାଷୀରେ ପାଣି ପଞ୍ଚାୟତ ପକ୍ଷ ପାଳନକୁ ଯୋଗୁଁ ସଭା ମଞ୍ଚରୁ…
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଇକୁ ଖସିଲା ଜିପ୍, ଛଅ ମୃତ
ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ…
ଭୁବନେଶ୍ୱର ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ
ଭୁବନେଶ୍ୱର ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ । ବିଦେଶୀ ସିଗାରେଟ୍ ସହ ୫ ଜଣଙ୍କୁ ଧରିଲା DRI। ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କଠାରୁ ଦୁଇ ଦାମୀ…
ହଜିଗଲେ ଯାତ୍ରା ଜଗତର ‘ ରାଉଡି ରାକା’ଅଭିନେତା ଜ୍ଞାନ ସାହୁଙ୍କ ପରଲୋକ।
ଯାତ୍ରା ଜଗତରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବରିଷ୍ଠ କଳାକାର ଜ୍ଞାନ ରଞ୍ଜନ ସାହୁଙ୍କର ସୋମବାର ରାତି ପ୍ରାୟ 9.30ରେ ପରଲୋକ ହୋଇଛି। ତାଙ୍କୁ 45 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଜଣ୍ଡିସରେ ଆକ୍ରାନ୍ତଥିଲେ। ହଠାତ…
ବଢ଼ିଲା ବିପଦ, ମାଡ଼ି ଆସୁଛି ଲଘୁଚାପ
ମାଡ଼ି ଆସୁଛି ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ପୂର୍ବ ବଙ୍ଗୋପସାଗର ଭାରତ ମହାସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ତେଣୁ କେତେ ଘନୀଭୂତ ହେବ…
