Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ

Posted on January 6, 2026

ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ ଯାହାକୁନେଇ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ସହିତ ଫସି ରହିଥିଲେ ଯାତ୍ରୀ |
ସୂଚନା ଅନୁସାରେ ଆଜି ଘଣ୍ଟପଡ଼ା ହାଣ୍ଡିଧୁଆ ରେଳ ଫାଟକଟି ଟ୍ରେନ ଯିବାକୁ ନେଇ ଫାଟକକୁ ପକାଇବା ସମୟରେ ଏକ ଟାଟା ଏସି ରେଳ ଫାଟକ ଭିତରକୁ ଧସେଇ ପଶିଥିଲା | ଫଳରେ ରେଳ ଫାଟକର ଉପର ଭାଗଟି ଟାଟା ଏସି ଉପରେ ପଡ଼ି ଭାଙ୍ଗି ଯାଇଥିଲା | ଯାହାକୁ ନେଇ ରେଳ ଫାଟକଟିକି ଟ୍ରେନ ଯିବା ପରେ ମଧ୍ୟ ଖୋଲି ନଥିଲା | ଫଳରେ ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଯାଆସ କରୁଥିବା ଆମ୍ବୁଲାନ୍ସ ସହିତ ଶହ ଶହ ଗାଡି ଅଟକି ରହିଥିଲା । ଫଳରେ ଲୋକଙ୍କ ଉତେଜନାକୁ ନେଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲା | ଦୀର୍ଘ ସମୟ ପରେ ରେଳ ବାଇ ବିଭାଗର କର୍ମଚାରୀ ପହଂଚି ଫସିରହିଥିବା ଫାଟକକୁ କାଟି ବାହାର କରିଥିଲେ | ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା | ତେବେ ଘଣ୍ଟପଡାର ହାଣ୍ଡିଧୂଆଁ ଠାରେ ଓଭର ବ୍ରିଜର କାମ ସମ୍ପୂର୍ଣ ହୋଇଥିବାବେଳେ ଜରୁରୀ କାଳୀନ ସେବା ପାଇଁ ଆବୁଲାନ୍ସ ଗୁଡିକୁ ଓଭର ବ୍ରିଜ ଦେଇ ଯାତାୟତ କରିଲେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme