ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର…
Day: December 25, 2025
୩୦ ଲକ୍ଷ ଗାଡ଼ି ଛାଡୁଛନ୍ତି ପ୍ରଦୂଷିତ ଧୂଆଁ, ଯାଞ୍ଚ କରିବାକୁ ରାଜ୍ୟରେ ମାତ୍ର ୬୦୦ ଶହ ସେଣ୍ଟର
ରାଜ୍ୟରେ ପ୍ରାୟ ୩୦ଲକ୍ଷ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଏହି ଗାଡ଼ିଗୁଡ଼ିକ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ବର୍ଷବର୍ଷ ଧରି ଚାଲି ଆସୁଛନ୍ତି । ଏଥିରେ ସର୍ବାଧିକ ହେଉଛି ଦୁଇଚକିଆ ଯାନ । ରାଜ୍ୟରେ ଯେତିକି ଦୁଇଚକିଆ ଯାନ ରହିଛି ସେଥିରୁ ୯୦% ଗାଡ଼ିର ପ୍ରଦୂଷଣ…
ଲୋକପ୍ରିୟ ହାସ୍ୟ ଅଭିନେତା ଗୁଲୁଆଙ୍କୁ ହତ୍ୟା ଧମକ: ୫୦ ଲକ୍ଷ ମାଗିଲେ ଦୁର୍ବୃତ୍ତ
ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ତଥା ୟୁଟ୍ୟୁବର ଗୁଲୁଆଙ୍କୁ (Gulua) ହତ୍ୟା ଧମକ ମିଳିଥିବା ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ…
ଡିଭାଇଡରରେ ପିଟିହୋଇ ଓଲଟିଲା ଅଟୋ, ଜଣେ ମୃତ
ଘନ କୁହୁଡ଼ି ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ବାଇପାସ୍ ଛକ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ଓଲଟିଲା ଅଟୋ। ଫଳରେ ଜଣଙ୍କ ମୃତ୍ୟୁ ହୋଇ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ। ସୂଚନା ମୁତାବକ,…
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,ସୁରକ୍ଷା ବ୍ୟବସ୍ଥା କଡାକଡି
ବଡ଼ଦିନ ପାଇଁ ଶ୍ରୀମନ୍ଦିରରେ ଜମିଛି ପ୍ରବଳ ଭକ୍ତଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସମେତ ସମୁଦ୍ରକୂଳ ଓ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ…
ସମୁଦ୍ରରେ ଭାସି ଆସିଲା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଏ ଦୃଶ୍ୟ
ସମୁଦ୍ରରେ ଭାସିଆସିଲେ ଶ୍ରୀଜଗନ୍ନାଥ । ପୁରୀ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ଆଜି ସକାଳେ ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଥିବା ବେଳେ, ମୂର୍ତ୍ତିଟି ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ପର୍ଯ୍ୟଟକ ମାନେ ମୂର୍ତ୍ତିକୁ ଉଦ୍ଧାର କରି କୂଳକୁ…
ପୋଲ ନିକଟରୁ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍
ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣଙ୍କ ଜଣେ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ତାଙ୍କ ନାଁ ଇନ୍ଦ୍ରଦେବ ଯାଦବ ବୋଲି ଜଣାପଡିଛି । ମୃତକଙ୍କ ପକେଟରୁ…
ନିଆଁ ଲାଗି ହୋଟେଲ ମାଲିକ ଗୁରୁତର
ଝାରସୁଗୁଡ଼ାଜିଲ୍ଲା କୋଲାବିରା ସଦର ମହକୁମାରେ ଥିବା ପ୍ରସିଦ୍ଧ ପେଡା ବ୍ୟବସାୟୀ ହୋଟେଲ ଶକୁନ୍ତଳାର ମାଲିକ ସୁରେନ୍ଦ୍ର ଟଣ୍ଡକାରଙ୍କ ସମେତ ସ୍ତ୍ରୀ ନିଆଁ ଲାଗି ଯିବାରୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟା ବେଳକୁ ହୋଟେଲରେ ଥିବା କିଚେନରେ ପ୍ରତିଦିନ ପରି ମାଲିକାଣୀ ପୁଷ୍ପାଞ୍ଜଳି…
ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ…
୬ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର। ପ୍ରତ୍ୟେକ ଦିନ ମନ୍ଦିରରୁ ଲୁଟ ହେଉଥିବାର ଖବର ସାମନାକୁ ଆସୁଥିବା ବେଳେ ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ସମେତ ହୁଣ୍ଡିରେ ଥିବା ୨୦ହଜାର…
