ଚଳିତ ମାସ ୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଫାର୍ମା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ,…
Day: December 15, 2025
ଅଚାନକ୍ ମୃତ୍ୟୁର କାରଣ ନୁହେଁ କୋଭିଡ୍ ଟୀକା, AIIMS-ICMR ଗବେଷଣାରୁ ଆସିଲା ଏମିତି ଫଳାଫଳ…
ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁର କାରଣ ଦୀର୍ଘ ସମୟ ଧରି ଏକ ଜଟିଳ ପ୍ରଶ୍ନ ହୋଇ ଛିଡା ହୋଇଛି। ଆଉ ଏହି ପ୍ରଶ୍ନ ମଧ୍ୟରେ AIIMS-ICMR ଗବେଷଣା କିଛି ଆଶ୍ୱସ୍ତିକର ଖବର ପ୍ରଦାନ କରିଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ,…
ବିଷାକ୍ତ ଧୂଆଁରେ ଅଦୃଶ୍ୟ ଦିଲ୍ଲୀ-ଏନସିଆର, ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି
ବିଷ ବଳୟରେ ଦିଲ୍ଲୀ। ଚାରିଆଡ଼େ ଧୂଆଁ-ଧୂଆଁ ଖାଲି ଧୂଆଁ। ସେପଟେ ଉତ୍ତର ଭାରତରେ ଦାଉ ସାଧୁଛି ପ୍ରବଳ ଶୀତ ଲହରୀକୁ ଘନ କୁହୁଡ଼ି। ବିଷାକ୍ତ ଧୂଆଁରେ ଅଦୃଶ୍ୟ ହୋଇଗଲା ଦିଲ୍ଲୀ ଏନସିଆର। ଫଗ୍ ଓ ସ୍ମଗ୍ ପାଇଁ ଜିରୋ ଭିଜିବିଲିଟି। ଅକ୍ଷରଧାମରେ ୪୯୩ ଛୁଇଁଲା…
ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ତେଜିଲା ପ୍ରତିବାଦ
ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ତେଜିଲା ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ନେତା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି…
ବଦଳୁନି ମାନସିକତା, ପରିବାର ନିୟୋଜନକୁ ଅମଙ୍ଗ ପୁରୁଷ
ସ୍ୱାମୀଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ଅମଙ୍ଗ ହେଉଛନ୍ତି ସ୍ତ୍ରୀ । କାଳେ ଶରୀର ଅସୁସ୍ଥ ହୋଇଯିବ, ପୌରୁଷତ୍ୱ କମିଯିବ ସେହି ଆଶଙ୍କାରେ ରୋକ୍ଠୋକ୍ ମନା କରିଦେଉଛନ୍ତି । ନିଜେ ଅସହ୍ୟ କଷ୍ଟ ସହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଛନ୍ତି ସିନା, ସ୍ୱାମୀଙ୍କୁ ଡାକ୍ତରଖାନା ବାରଣ୍ଡା ମାଡ଼ିବାକୁ ଦେଉନାହାନ୍ତି…
ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼: ୧୦ ଡିଗ୍ରୀ ତଳେ ୧୨ ସହରର ପାରଦ
ତାପମାତ୍ରା ସାମାନ୍ୟ ତଳ ଉପର ହୋଇପାରେ । ମାତ୍ର ଆସନ୍ତା ଦୁଇ ସପ୍ତାହ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏ ଶୀତ…
ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା
୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ପାଇଁ କୌଣସି ଏସୀୟ ଦେଶ ସ୍କ୍ବାସ ବିଶ୍ୱକପ…
୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ କିଡ୍ନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଚାରି ଦିନ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ବ୍ୟକ୍ତିଙ୍କ…
ସିଡନୀ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି
ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ବୋଣ୍ଡି ବିଚ୍ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଆକ୍ରମଣକାରୀଙ୍କର ଇସଲାମିକ୍ ଷ୍ଟେଟ୍ ସହ ସମ୍ପର୍କ ଥିଲା ! ପୋଲିସ ଏହାକୁ ଆତଙ୍କବାଦୀ…
କ୍ରୀଡ଼ା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ଜଳିଗଲା ସୋ ରୁମ୍ । କ୍ରୀଡ଼ା ସାମଗ୍ରୀ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନମାଳି ସ୍ପେର୍ଟସ ଏଣ୍ଟର ପ୍ରାଇଜେସରେ ଅଗ୍ନିକାଣ୍ଡ । ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗି ଥିବା ଦେଖି ଦୋକାନ ମାଲିକଙ୍କୁ ଖବର…
