Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 13, 2025

କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି

Posted on December 13, 2025

ତିନି ଦିନିଆ ଭାରତ ଗସ୍ତରେ ଆସି କୋଲକାତାରେ ପହଞ୍ଚିଲେ ଫୁଟବଲ ଷ୍ଟାର ମେସି । ମେସିଙ୍କୁ ନେଇ ଫୁଟବଲର ସହର କୋଲକାତା ସମେତ ବିଭିନ୍ନ ସହରରେ ପ୍ରବଳ ଉତ୍ସାହ । କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ଵାଇ ଏପରି ୪ଟି ସହର ବୁଲିବେ ମେସି…

ଇଣ୍ଟରନେଟ୍ କଟକଣା ବୃଦ୍ଧି: MV-26 ଗାଁରେ ଫେରୁଛି ଶାନ୍ତି

Posted on December 13, 2025

ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ଇଣ୍ଟରନେଟ୍ ସେବା ଉପରେ କଟକଣାର ଅବଧି ଆଉ ୨୪ ଘଣ୍ଟା ପାଇଁ ବଢ଼ାଇ ଦିଆଯାଇଛି। ଗତକାଲି (ଡିସେମ୍ବର ୧୨) ରାତିରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆଜି ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲା…

ବାଲି ଚୋରା ଚାଲାଣକୁ ନେଇ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା, ୩ ଅଟକ

Posted on December 13, 2025

ବାଲି ଚୋରା ଚାଲାଣକୁ ନେଇ ଗୁଳିମାଡ଼ । ଜଳେଶ୍ବର ସିଂଲା ଥାନା ଗିଲାଯୋଡ଼ି ଗାଁରେ ଗୁଳିମାଡ଼ । ପୂର୍ବ ଶତ୍ରୁତା ଓ ବାଲି ଚୋରାଲାଣକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳିଚାଳନା କରିଥିଲେ । ୨ଟି କାର୍ ସହ ୩…

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲରେ ପଢ଼ାଯିବ…

Posted on December 13, 2025

ଭାରତ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବାର ୭ ଦଶନ୍ଧି ପରେ ଏବେ ପାକିସ୍ତାନ ସରକାର ଏକ ଚମକାଇଦେବା ଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଦେଶର ସମସ୍ତ ସ୍କୁଲରେ ପ୍ରଥମଥର ପାଇଁ ସଂସ୍କୃତ ଭାଷାକୁ ଶିକ୍ଷାର ପାଠ୍ୟକ୍ରମରେ ସାମିଲ କରିଛନ୍ତି…

ଭାରତରେ କୋହ୍ଲାପୁରୀ ଜୋତା ତିଆରି କରିବ ପ୍ରାଦା

Posted on December 13, 2025

ଭାରତର ପାରମ୍ପରିକ ଜୋତା ଦ୍ୱାରା ଅନୁପ୍ରାଣିତ ହୋଇ ଇଟାଲୀୟ କମ୍ପାନୀ ପ୍ରାଦା ଭାରତୀୟ କାରିଗରମାନଙ୍କ ସହ ଏକାଠି ୨,୦୦୦ ହଳ କୋହ୍ଲାପୁରୀ ଚପଲ ତିଆରି କରିବାକୁ ଯାଉଛି। ପ୍ରତି ହଳ ଚପଲ ଦାମ୍‌ ୮୦୦ ୟୁରୋ ବା ୯୩୦ ଡଲାର ରହିବ ବୋଲି ପ୍ରାଦାର…

ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବ ପହିଲି ଭୋଗ ନୀତି

Posted on December 13, 2025

ଆସନ୍ତା ୧୬ ତାରିଖ ତଥା ଧନୁ ସଂକ୍ରାନ୍ତି ଠାରୁ ନିତି ମାସକ ଯାଏ ସଅଳ ଉଠି ସଅଳ ଖାଇବେ ଏକାମ୍ର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏହି ଅବସରରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପହିଲି ଭୋଗ ସମ୍ପର୍କିତ ନୀତି ନିର୍ଘଣ୍ଟ ବାବଦରେ ସ୍ୱତନ୍ତ୍ର ବିଜ୍ଞପ୍ତି…

ବଦଳିଲା ମନରେଗା ଯୋଜନା ନାଁ, ନୂଆ ନାମ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

Posted on December 13, 2025

ଉପା ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) ନାମକୁ ମୋଦୀ ସରକାର ବଦଳାଇ ଦେଇଛନ୍ତି। ଏହାର ନୂଆ ନାମ ରଖାଯାଇଛି ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’। ଏହି ଯୋଜନାରେ ବର୍ଷକୁ…

ଦିଲ୍ଲୀରେ ଗମ୍ଭୀର ସ୍ଥିତି, ୧୮ଟି ସ୍ଥାନରେ ୪୦୦ପାର୍ କଲା ବାୟୁ ଗୁଣବତ୍ତା

Posted on December 13, 2025

ଦିଲ୍ଲୀରେ ସ୍ଥିତି ଗମ୍ଭୀର। ୧୮ଟି ସ୍ଥାନରେ ୪୦୦ପାର କଲା ବାୟୁ ଗୁଣବତ୍ତା(AQI)। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି। ଦିଲ୍ଲୀରେ ଶନିବାର ସକାଳ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। କିଛି ଦିନ ହେବ ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି।…

ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ, ଜଳିଗଲା ୬ ଗାଡ଼ି

Posted on December 13, 2025

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି | ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ…

ବିଶ୍ୱକୁ ପୁଣି ଥରେ ଚକିତ କରିବାକୁ ଯାଉଛି ଦୁବାଇ

Posted on December 13, 2025

ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା…

Posts pagination

Previous 1 2 3 4 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme