ବିଗତ କିଛି ବର୍ଷ ଧରି ଆର୍ଥିକ ଅନାଟନରେ ଗତି କରୁଥିବା ତାଳଚେରର ଟ୍ରକ୍ ମାଲିକମାନଙ୍କ ପାଇଁ ଶେଷରେ ସୁଖବର ଆସିଛି । କୋଇଲା ପରିବହନ କ୍ଷମତା ବୃଦ୍ଧି ପାଇଁ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଥିବା ଟ୍ରକ୍ ମାଲିକ ସଂଘ ପକ୍ଷରୁ…
Day: December 13, 2025
ବେଆଇନ ଢ଼ାବା ଭାଙ୍ଗିବା ସହ ଦୋକାନ ଗୃହ ତାଲା ପାକାଇଲା ପ୍ରଶାସନ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ପଞ୍ଚାୟତ ଅଫିସ ମାର୍କେଟ ଗୃହ ଗୁଡିକରେ ପ୍ରଶାସନ ତାଲା ପକାଇବା ସହ ମା ମଙ୍ଗଳା ଢ଼ାବାକୁ ଭାଙ୍ଗି ଦେଇଛି।ଦୀର୍ଘ ଦିନ ଧରି ଢ଼ାବାଟି ବେଆଇନ ଭାବେ ଚାଲୁଥିବା ସରପଞ୍ଚ ରୁନୁବାଳା ପ୍ରଧାନ ଅଭିଯୋଗ କରି ଆସୁଥିଲେ। ଏପରିକି…
ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦର
ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୭୪ପଇସା ରହିଛି…
ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଦେଲେ ଦୁର୍ବୃତ୍ତ !
ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଦେଲେ ଦୁର୍ବୃତ୍ତ ! ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ଏନେଇ ଥାନାରେ ଏତଲା ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍କୁଲ ଛାତ୍ରଛାତ୍ରୀଙ୍କ…
ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ିକୁ ଛୁଟିଲେଣି ପର୍ଯ୍ୟଟକ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଛୁଟିଲେଣି ପର୍ଯ୍ୟଟକ। ଶୀତର ମଜା ନେଇ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ପର୍ଯ୍ୟଟକ। ଏଠାକୁ ଯିବାକୁ ହେଲେ ସୋରଡ଼ା ଆସି ଗାଜଲବାଡ଼ି ଦେଇ ଦାରିଙ୍ଗବାଡି ଯିବାକୁ ପଡ଼େ। ୪୭ କିମି ରାସ୍ତାରୁ…
ମେସିଙ୍କ ଦର୍ଶନ ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ, ମାତ୍ର ୧୦ ମିନିଟ୍ ପାଇଁ ଆସିଲେ! ନିରାଶ ପ୍ରଶଂସକଙ୍କ ହଙ୍ଗାମା
ଆର୍ଜେଣ୍ଟିନାର ଫୁଟବଲ୍ ଲିଜେଣ୍ଡ ଲିଓନେଲ୍ ମେସିଙ୍କ ଭାରତ ଗସ୍ତକୁ ନେଇ କୋଲକାତାରେ ପ୍ରବଳ ଉତ୍ସାହ ଦେଖାଦେଇଛି। ନିଜର ୩ ଦିନିଆ ‘G.O.A.T ଇଣ୍ଡିଆ ଟୁର’ ଅବସରରେ ମେସିଙ୍କ ସମ୍ମାନାର୍ଥେ କୋଲକାତାରେ ଏକ ବିଶାଳ ୭୦ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି…
ଶୀତ ଯେତେ ବଢୁଛି, ପରିବା ଦର ସେତେ ବଢୁଛି
ସାଧାରଣତଃ ଶୀତ ବଢିବା ସହିତ ପରିବା ପତ୍ରର ଦରଦାମ କମି ଯାଇଥାଏ । ଏ ବର୍ଷ ଶୀତ ଯେତିକି ବଢୁଛି ତା ସହ ତାଳ ଦେଇ ତେଜରାତି ସାଙ୍ଗକୁ ପନିପରିବା ବଜାରରେ ଲାଗି ରହିଥିବା ଦରବୃଦ୍ଧି ଲୋକଙ୍କୁ ଡରାଇବାରେ ଲାଗିଛି । ପାଞ୍ଚଶହ ଟଙ୍କାରେ…
ଏମଭି-୨୬ ରେ ଶାନ୍ତି ଫେରାଇବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ
ମାଲକାନଗିରି ଜିଲ୍ଲା ଏମଭି-୨୬ ଗ୍ରାମରେ ଶାନ୍ତି ଫେରାଇବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ। ରଖେଲଗୁଡା ଗ୍ରାମର ମହିଳାଙ୍କ ମୃତ୍ୟୁକୁ ନେଇ ଦୁଇ ଗାଁ ଭିତରେ ଅଶାନ୍ତି ଉପୁଜିଥିଲା। ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ସୁକରଞ୍ଜନ ମଣ୍ଡଳଙ୍କୁ ୩…
କେତେ ରହିଛି ସୁନା ଦର, ଜାଣନ୍ତୁ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୨,୬୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଇଣ୍ଡିଗୋର ପ୍ରତ୍ୟେକ ଯାତ୍ରୀ ପାଇବେ କ୍ଷତିପୂରଣ ରାଶି
ଇଣ୍ଡିଗୋର ପ୍ରତ୍ୟେକ ଯାତ୍ରୀ ପାଇବେ କ୍ଷତିପୂରଣ ରାଶି । ଘୋଷଣା କଲା ଇଣ୍ଡିଗୋ ବିମାନ କମ୍ପାନୀ । ଇଣ୍ଡିଗୋ ଏୟାରଲାଇନ୍ସ କିଛି ଯାତ୍ରୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି। ଏହି କ୍ଷତିପୂରଣ ସେହି ଯାତ୍ରୀମାନଙ୍କୁ ଦିଆଯିବ ଯେଉଁମାନଙ୍କର ବିମାନ ବିଳମ୍ବ ହୋଇଛି କିମ୍ବା ବାତିଲ…
